ପାତାଳୀ ଶିକ୍ଷେତ୍ରକୁ ଯାତ୍ରା କଲେ ଝାଡେଶ୍ୱରି ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ
ସୁବର୍ଣ୍ଣପୁର, ଓମ ପ୍ରକାଶ ମିଶ୍ର : ଝାଡେଶ୍ବରି ସ୍ନାତକ ମହାବିଦ୍ୟାଳୟ, ଧମାର ଅଧ୍ୟୟନ ଯାତ୍ରା ପାତାଳୀ ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରକୁ ହୋଇଛି ।ଅଧ୍ୟକ୍ଷ ଅନିଲ ପ୍ରଧାନ ପାତାଳୀ ଶ୍ରୀକ୍ଷେତ୍ରର ଗୁରୁତ୍ଵବୁଝାଇଥିବାବେଳେ ଇତିହାସ ଅଧ୍ୟାପକ ସଂସାର ପଧାନ ମୋଗଲ ସମ୍ରାଟ ରକ୍ତବାହୁ ଆକ୍ରମଣରୁ…
Read More...
Read More...