Browsing Tag

Subash Rout

ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚ ସ୍ତରୀୟ ବୈଠକ

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ପ୍ରମୁଖ ଟଖଈ ଗୁଡ଼ିକୁ ଘେରି ରହିଥିବା ପେରି-ସହରାଞ୍ଚଳରେ ସଡକ ଯୋଗାଯୋଗ ଏବଂ ମୈଳିକ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବାକୁ। ଲୋକସେବା ଭବନ ସମ୍ମିଳନୀ ହଲରେ ଆୟୋଜିତ ଏକ ଉଚ୍ଚ…
Read More...

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ମହିଳା

ଜଳେଶ୍ୱେର / ଅଜିତ ସାହୁ : ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଲେ ଜଣେ ମହିଳା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ରେ ଦେଖିବାକୁ ମିଳିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଡମ୍ଫର ଘଟଣା ସ୍ଥଳରେ ବାଇକକୁ ଧକ୍କା ଦେଇଥିଲା ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା ।…
Read More...

ନାବାଳକ ହାତରେ ବିଜେପି ଦଳୀୟ ପତାକା-ବିଜେଡି

ବିଜେପି ନିଜ ରାଲିରେ ନାବାଳକଙ୍କୁ ବ୍ୟବହାର କରିବା ସହ ନିଜ ଦଳିତ ପତାକା ଧରି ରାଲି କରୁଥିବା ଅଭିଯୋଗ କରିଛି ବିଜେଡି । ଏନେଇ ଆଜି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ରେ ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ଫେରାଦ ହୋଇଛନ୍ତି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେପି ପକ୍ଷରୁ…
Read More...

ସଫେଇ କର୍ମଚାରୀଙ୍କୁ ସୁରକ୍ଷା ଦେଉନି BMC

ସହରକୁ ସଫା ସୁତୁରା ରଖୁଛନ୍ତି । ଦିନ ରାତି ଏକ କରୁଛନ୍ତି । ହେଲେ ନା ମିଳୁଛି ଉପଯୁକ୍ତ ଟଙ୍କା ନା ସୁରକ୍ଷା । ଅର୍ଦ୍ଧ ରାତ୍ରୀରେ ସହରର ସବୁ ଅଳିଆ ସଫା କରି ଭୁବନେଶ୍ବରର ସଫେଇ କର୍ମଚାରୀ ମହିଳା ମାନେ ସହରକୁ ସ୍ୱଚ୍ଛ ରଖୁଛନ୍ତି। ହେଲେ ସହରକୁ ସଫା କରି ରାତି ଅଧରେ ଘରକୁ ଫେରିବା ପାଇଁ ସଫେଇ…
Read More...

ଆସ୍କାରେ ଉଦଘାଟନ ହେଲା ଶିଶୁ ମିତ୍ର ଥାନା

ଆସ୍କା/ କମଳିନୀ ହୋତା :ଆଦର୍ଶ ଆସିକା ଥାନାରେ ନୂତନ ଭାବେ ଶିଶୁ ମିତ୍ର ସେଲ ଖୋଲିଲା । ଆଜି ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ର ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଦ୍ୱାରା ରାଜ୍ୟର ୧୫ଗୋଟି ଥାନାରେ ଶିଶୁମିତ୍ର ଥାନାର ମାନ୍ୟତା ଦିଆଯିବା ସହିତ ଅନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ଶିଶୁ…
Read More...

ରାଳବ ପଞ୍ଚାୟତବାସୀଙ୍କୁ କୃଷି ନିର୍ଦ୍ଦେଶକଙ୍କ ଗୁରୁ ମନ୍ତ୍ର

ଗଞ୍ଜାମ / ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତ କୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ ଦିନିକିଆ ଗସ୍ତରେ ଆସିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷିକାର୍ଯ୍ୟକୁ ଆଗେଇ ନେବାପାଇଁ…
Read More...

ଧନୀ ତାଲିକାର ତୃତୀୟ ସ୍ଥାନକୁ ପହଞ୍ଚିଲେ ଆଦାନୀ

ବ୍ୟୁରୋ: ବିଶ୍ୱର ତୃତୀୟ ଧନୀ ଭାବେ ଧନୀ ତାଲିକାରେ ସ୍ଥାନ ପାଇଲେ ଗୌତମ ଆଦାନୀ । ପୂର୍ବରୁ ଆଦାନୀଙ୍କ ସମ୍ପତ୍ତିକୁ ନେଇ ବହୁ ଚର୍ଚ୍ଚା ହେଉଥିଲା । ତାଲିକାର ଚତୁର୍ଥ ସ୍ଥାନରେ ରହି ବି ଧନୀ ଭାବେ ବେଶ ପରିଚିତ ଥିଲେ । କିନ୍ତୁ ଏବେ ଆମାଜନ୍ ର ମୁଖ୍ୟ ଜେଫ୍ ବେଜୋସ ଙ୍କୁ ତୃତୀୟ ସ୍ଥାନରୁ ହଟାଇ…
Read More...

ଧାମନଗର ବିକାଶ ମୋର ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଧାମନଗର ହେଉଛି ଶାନ୍ତି, ସଦ୍ଭାବ ଓ ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି…
Read More...

ବଲାଙ୍ଗୀର ସଇଁତଲା ବ୍ଲକରେ ଗଠନ ହେଲା ୱେବ ଚ୍ୟାନେଲ ସାମ୍ବାଦିକ ସଂଘ

ବଲାଙ୍ଗୀର/ ଜଗନ୍ନାଥ ଧରୁଆ:ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ନଦୀ କୂଳରେ ଥିବା ଶିବ ମନ୍ଦିର ପ୍ରଣାଙ୍ଗରେ ଜିଲ୍ଲାର ୧୪ ଟି ବ୍ଲକର ବିଭିନ୍ନ ୱେବ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ବନ୍ଧୁମାନେ ଏକତ୍ରିତ ହୋଇ ଏକ ସଂଘ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସଂଘକୁ ସୁଦୃଢ…
Read More...

ସାକ୍ଷୀଗୋପାଳରେ ସ୍ୱାଭବିକ ହେବ ରାଧାରାଣୀଙ୍କ ଓଡିଆଣୀ ବେଶ

ଗୋପ /ଜୟନ୍ତ ସେଠୀ: ଆସନ୍ତା ବୁଧବାର ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡ ର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହେବ ଗୋପାଳଜିଉ ମନ୍ଦିର ।ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ସଠିକ୍…
Read More...