Browsing Tag

Subhashree Pattanaik

ମହିଳାଙ୍କ ଯନ୍ତ୍ରଣା ଗମ୍ଭିରତା ସହ ନିଆଯାଉ; ଡିଏମକେ ନେତ୍ରୀ କାନିମୋଝି

ବ୍ୟୁରୋ : ଭାରତରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ସଂସଦରେ ଡିଏମକେ ନେତ୍ରୀ କାନିମୋଝିଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ‘ମଣିପୁର ହେଉ କି ରାଜସ୍ଥାନ କିମ୍ବା ଦିଲ୍ଲୀ, ଯେକୌଣସି ସ୍ଥାନରେ ମହିଳାମାନେ ଯନ୍ତ୍ରଣା ଭୋଗୁଛନ୍ତି, ଆମକୁ ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ।…
Read More...

ରାଇରଙ୍ଗପୁର ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ରାଇରଙ୍ଗପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ଜିଲ୍ଲା କାର୍ୟ୍ୟକାରୀ ସଭାପତି ଅନିଲ ମହାନ୍ତିଙ୍କ ନେତୃତ୍ବରେ ପହଞ୍ଚି ବିଭିନ୍ନ ଦାବି ନେଇ ପ୍ରତିବାଦ…
Read More...

ପାକିସ୍ତାନ ଲେଖା ଜର୍ସି ପିନ୍ଧି ଏସିଆ କପ ଖେଳିବ ଭାରତ

ବ୍ୟୁରୋ: ଚଳିତ ମାସରେ ଆରମ୍ଭ ହେବ ଏସିଆ କପ୍ । ଏସିଆ କପ ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥର ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯାଉଥିବାରୁ, ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ ଖେଳାଯିବ । ଆଉ ଟିମ ଇଣ୍ଡିଆ ଜର୍ସିରେ ଲେଖାଯିବ ପାକିସ୍ତାନ ।…
Read More...

ସାମ୍ନାକୁ ଆସିଲା ମଣିପୁରର ପୁଣି ଏକ ଯୌନ ଉତ୍ପୀଡିତାଙ୍କ ଭୟଙ୍କର କାହାଣୀ

ମଣିପୁର: ମଣିପୁରରେ ଦୁଇ ମହିଳାଙ୍କ ଯୌନ ଉତ୍ପୀଡନା କଥା ଏବେ ବି ଭାରତୀୟଙ୍କ ମଧ୍ୟରେ ଭୟ ଓ ଲଜ୍ଜା ସୃଷ୍ଟି କରେ । ପୁଣି ଏକ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ପୀଡିତା ବଖାଣିଛନ୍ତି ସେହି ଭୟାନକ ଘଟଣା । ଆଶ୍ରୟ ଶିବିରରେ ରହୁଥିବା ଜଣେ ପିଡିତା ଏ ନେଇ ପୋଲିସ ସାମ୍ନାରେ ଅଭିଯୋଗ…
Read More...

ନଡ଼ିଆ ଭଙ୍ଗା ପଞ୍ଚାୟତ ରେ ବିଶ୍ୱ ଆଦିବାସୀ ଦିବସ ପାଳନ

ଦାନଗଦି / ଚିତ୍ତରଞ୍ଜନ ସାହୁ : ମଣ୍ଡଳୀ ଦାନଗଦୀ ବ୍ଲକ ଅନ୍ତର୍ଗତ ନଡିଆଭଙ୍ଗା ପଂଚାୟତର ଜାମୁପସି ଖେଳ ପଡିଆଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଇ.ପ୍ରୀତିରଞ୍ଜନ ଘଡେଇ ଆସି ପଞ୍ଚିବାପରେ ତାଙ୍କୁ ପୁଷ୍ପଗୁଚ୍ଛ, ଚନ୍ଦନ ଦେଇ ସ୍ବାଗତଂ କରି ସଭାସ୍ଥଳକୁ ପାଛୋଟି ନେଇଯାଇଥିଲା ତାପରେ…
Read More...

କୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶ

କୋଲକାତା: ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁଁ ଗତକାଲି ରାତି୯ଟା ସମୟରେ ନିଆଁ ଲାଗିଛି । ଡ୍ରେସିଂ ରୁମରେ ନିଆଁ ଲାଗି ସଂମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ନିଆଁ ଲିଭାଇବାପାଇଁ ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି । ଅକ୍ଟୋବର ୫ରୁ ବୁଶ୍ୱକପ ମ୍ୟାଚ ଅରମ୍ଭ ହେବାକୁ…
Read More...

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମହିଳା କମିଶନଙ୍କ ନିର୍ଦ୍ଧେଶ

ଭୁବନେଶ୍ୱର : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରୁ ପରଦା ହଟୁନାହିଁ ।ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ…
Read More...

ବାଲିଅନ୍ତା କୁଆଖାଇ ନଦୀରୁ ମୃତ ଦେହ ଉଦ୍ଧାର

ବାଲିଅନ୍ତା / ଜିତେନ୍ଦ୍ର କୁମାର ବେଉରା: କୁଆଖାଇ ନବୀରୁ ଅଜଣା ମୃତଦେହ ଉଦ୍ଧାର ।ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ କୁଆଖାଇ ନଦୀରୁ ଅଜଣା ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୋକ ନଦୀକୁ ଯାଇଥିବା ବେଳେ ମୃତ ଦେହ ଭାସୁଥିବା ଦେଖିଥିଲେ ।…
Read More...

୫ ମାସରେ ନାଡା ସଂଗ୍ରହ କରିଛି ୫୮ ନମୁନା , ଜାଦେଜା ସର୍ବାଧିକ ପରୀକ୍ଷିତ କ୍ରିକେଟର

ନୂଆଦିଲ୍ଲୀ: ରବିନ୍ଦ୍ର ଜାଦେଜା ହେଉଛନ୍ତି ସର୍ବାଧିକ ପରୀକ୍ଷିତ ଭାରତିୟ କ୍ରିକେଟର । ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ସର୍ବଧିକ ଥର ପରୀକ୍ଷିତ ହୋଇଛନ୍ତି ଜାଦେଜା । ୨୦୨୩ ର ପ୍ରଥମ ୫ ମାସରେ ୩ଟି ନମୁନା ପରିକ୍ଷା ହୋଇଛି । ଏହି ୫ ମାସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗରୁ ୫୫ ଜଣ…
Read More...

ବିଦ୍ୟୁତ ସଂଶର୍ସ୍ପ ରେ ଆସି ବିଦ୍ୟୁତ କର୍ମଚାରୀ ମୃତ

କେନ୍ଦ୍ରାପଡ଼ା / ଅଶ୍ଵିନୀ କୁମାର ସାହୁ : କେନ୍ଦ୍ରାପଡ଼ା ରାଜକନିକା ମହୁରୀ ଗାଁରେ ବିଦ୍ୟୁତ ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ବିଦ୍ୟୁତ କର୍ମଚାରି ମୃତ । ସୂଚନା ମୁତାବକ ଟାଟା ପାୱାର ଠାରୁ ଫ୍ରାଞ୍ଚଆଇଜ ନେଇ ମିଟର ରିଡିଙ୍ଗ ଓ ବିଦ୍ୟୁତ ସଂଯୋଗ…
Read More...