ସଙ୍କଟରେ ସୁଦାନ
ଖୋର୍ତୋମ: ଅସ୍ତ୍ରବିରତିକୁ ଅରାଜି । ସୁଦାନରେ ବହିଲା ରକ୍ତ । ନିଜ ଜିଦରେ ସୁଦାନ ଆର୍ମି ଓ ଆରଏସଏଫ ଅଟଳ ଥିବାବେଳେ ନିରୀହ ଲୋକେ ହୋଇଛନ୍ତି ଶିକାର । ରାଜଧାନୀ ଖୋର୍ତୋମରେ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୫ ଶିଶୁଙ୍କ ସମେତ ୧୭ ଜଣ। ଜନବହୁଳ ୟାରମୋକ ଜିଲ୍ଲାରେ ବି ଆକ୍ରମଣ ଘମାଘୋଟ ହୋଇଛି…
Read More...
Read More...