Browsing Tag

SUDESNA JANA

ମ୍ୟାଚ ବେଳେ ଡ୍ୟାନ୍ସ କଲେ ଶୁଭମନ ଗିଲ

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇଥିଲେ ୱେଷ୍ଟଇଣ୍ଡିଜ ଟିମ । କାଲିର ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୫୦ ରନ କରି ଅଲଆଉଟ ହୋଇଥିଲେ । ଅଶ୍ୱିନ ୫ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ୱିକେଟ ନେଇଛି । ତେବେ ମ୍ୟାଚ ସମୟରେ…
Read More...

ସେତୁ ଯୋଜନାରେ ଅନ୍ତର୍ଭୁକ୍ତ ହେବ ୧୦ଟି ପଞ୍ଚାୟତ, ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱେର: ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର…
Read More...

ସମୀର ମହାନ୍ତିଙ୍କୁ ବିଜେପିର ନୂଆ ଦାୟିତ୍ୱ

ଭୁବନେଶ୍ୱେର: ବିଜେପିର ପ୍ରେସିଡେଣ୍ଟ ଜଗତ ପ୍ରକାଶ ନଡ୍ଡା ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତ । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର । ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି…
Read More...

ଟେଷ୍ଟରେ ପ୍ରଥମ ଦିନରେ ଧୂଳି ଚଟାଇଲେ ରୋହିତ ଆର୍ମି; ଅଶ୍ୱିନଙ୍କ ରେକର୍ଡ

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇଥିଲେ ୱେଷ୍ଟଇଣ୍ଡିଜ । କନ୍ତୁ ରୋହିତ ଆର୍ମି ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଛନ୍ତି । କାଲିର ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୬୪.୩ ଓଭରରେ ୧୫୦ ରନ କରି ଅଲଆଉଟ ହୋଇଛନ୍ତି ।…
Read More...

ଆଜି ସରିବ ପ୍ରଥମ ପର୍ୟ୍ୟାୟ +୨ ନାମଲେଖା

ଭୁବନେଶ୍ୱର: ଆଜି ସରିବ ଉଚ୍ଚ ମାଧ୍ୟମିକ ବିଦ୍ୟଳୟର ପ୍ରଥମ ପର୍ଯ୍ୟୟ ନାମଲେଖା ।ଚଳିତ ଶିକ୍ଷାବର୍ଷ ପାଇଁ ଉଦ୍ଦିଷ୍ଟ ଥିବା ୪ ଲକ୍ଷ ୭୨ ହଜାର ୨୭୯ ସିଟ୍ ମଧ୍ୟରୁ ୪ ଲକ୍ଷ ୧୨ ହଜାର ୩୬୮ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟରେ ସିଟ୍ ଆବଣ୍ଟନ କରାଯାଇଥିବା ବେଳେ ବୁଧବାର ସୁଦ୍ଧା ୩ଲକ୍ଷ ୧୭ ହଜାର…
Read More...

ୱିଗ ଲଗାଇ ଲୁଚାଇଥିଲେ ସତ, ଚନ୍ଦା ଜାଣି ବରକୁ ଛେଚିଲେ କନ୍ୟାଘର ଲୋକ

ମୁଣ୍ଡରେ ନକଲି କେଶ ଲଗାଇ ଦ୍ୱିତୀୟ ବିବାହ କରିବାକୁ କନ୍ୟାଘରେ ପହଞ୍ଚିଥିଲା ବର । ବିବାହା ପୂର୍ବରୁ ଜଣା ପଡିଥିଲା ବର ଚନ୍ଦା ବୋଲି । ସତ ସାମ୍ନାକୁ ଆସିବା ପରେ କନ୍ୟା ଘର ଲୋକ ରାଗି ବରକୁ ନିର୍ଧୁମ ଛେଚିଥିଲେ । ବର ଜଣକ ମାଡ ମାରିବା ସମୟରେ ହାତ ଯୋଡ଼ି କାକୁତିମିନତି ହେଉଥିଲେ ମଧ୍ୟ କେହି…
Read More...

ଅମାନିଆ ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର

ବ୍ୟୁରୋ: ଗୁଗଲ ସବୁବେଳେ ୟୁଜର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ । ବର୍ତ୍ତମାନ ସମୟରେ ଲୋକମାନେ ଗୁଗଲର ବ୍ୟବହାର ପ୍ରତ୍ୟେକ କାମ ପାଇଁ କରୁଛନ୍ତି । ଆଧୁନିକ ସମୟରେ ଟେକ୍ନୋଲୋଜିରେ ବିଭିନ୍ନ ପରିବର୍ତ୍ତନ ହେଉଛି ।ଲୋକମାନେ ନିଜ ସମୟ ବଞ୍ଚାଇବା ପାଇଁ ଟ୍ରେନ ଅପେକ୍ଷା ଫ୍ଳାଇଟରେ ଯାତ୍ରା…
Read More...

ମହାଦେବଙ୍କ ସାମ୍ନାରେ ଫିକା ପଡିଲା ପ୍ରକୃତିର ତାଣ୍ଡବ

ହିମାଚଳ: ଜଲମୟ ଉତ୍ତରଭାରତ । ଦିଲ୍ଲୀରୁ କାଶ୍ମୀର ଯାଏ ବନ୍ୟା ପରିସ୍ଥିତି । ଏହିସବୁ ଭିତରେ ଏକ ଭାବ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ହିମାଚଳର ମଣ୍ଡି ଜିଲ୍ଲାରେ । ସେଠାରେ ଥିବା ୫୦୦ରୁ ଅଧିକ ବର୍ଷ ପୁରୁଣା ମନ୍ଦିର । ଆଉ ଏହି ମନ୍ଦିର ଦେଖିବାକୁ କେଦାରନାଥ ମନ୍ଦିର ଭଳି । ୨୦୧୩ରେ କେଦାରନାଥରେ…
Read More...

ବୁର୍ଲା VSSUT କ୍ୟାମ୍ପସରେ ଗାଡି ମନା 

ବୁର୍ଲା: ବୁର୍ଲା VSSUT କ୍ୟାମ୍ପସରେ ଗାଡି ମନା । ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇଛି ୟୁନିଭର୍ସିଟି କତ୍ତୃପକ୍ଷ। ଦୁଇ ଓ ଚାରି ଚକିଆ ଗାଡ଼ି ଯେପରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଚାଲିବନି ସେ ନେଇ ଏଭଳି ପଦକ୍ଷେପ ନିଆଯାଇଛି।…
Read More...

ଟେଷ୍ଟରେ ପ୍ରଥମେ ଓପନିଂ କରିବେ ଯଶସ୍ଵୀ, ଗିଲ୍ ଖେଳିବେ ତୃତୀୟ ନମ୍ବରରେ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେଇଛି  ଟେଷ୍ଟ ସିରିଜ  ।  ଯୁବ ବ୍ୟାଟର ଯଶସ୍ଵୀ ଜୟସଓ୍ଵାଲ ଏହି ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଖେଳୁଛନ୍ତି । ରୋହିତ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଭାରତୀୟ ଅଧିନାୟକ…
Read More...