Browsing Tag

sundargada

ଜମି ଅଧିଗ୍ରହଣ ପରିବର୍ତ୍ତେ ଲୋକଙ୍କ ଠାରୁ ଆବଶ୍ୟକ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ , ଗତ ମାର୍ଚ୍ଚ ମାସ ୧୧, ୧୨…
Read More...

ଗରମ ଡାଲି ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷୟିତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଲମ୍ବିତ

କୋଇଡା: ଗରମ ଡାଲି ଢାଳି ହୋଇ ଛାତ୍ର ମୃତ୍ୟୁ ମାମଲାରେ ଆକ୍ସନ ମୋଡରେ ଆଦିବାସୀ ଉନ୍ନୟନ ବିଭାଗ | ପ୍ରଧାନଶିକ୍ଷୟିତ୍ରୀ ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଲମ୍ଵିତ | ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳାସ୍ଥିତ ସେବାଶ୍ରମରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର…
Read More...

ଛାତ୍ରୀଙ୍କ ପାଇଲଟ୍ ହେବାର ସ୍ୱପ୍ନ : ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫ଟି’ ସଚିବ

ସୁନ୍ଦରଗଡ଼: ଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମ। ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫ଟି’ ସଚିବ। ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ…
Read More...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି ଠାବ

ସୁନ୍ଦରଗଡ : ସୁନ୍ଦରଗଡ ଟାଙ୍ଗାପ଼ାଲି ବ୍ଲକର ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୁଳମଣି ପଟେଲଙ୍କ ଘରେ ରେଡ ଚାଲିଛି । ପୈତୃକ ଘର, ତୁମାବାହାଲର ୪ଟି ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ ଜାରି ରହିଥିବା ବେଳେ ମିଳିଛି…
Read More...

ହାଇସ୍କୁଲର ୫୩ ଛାତ୍ରୀଙ୍କୁ କରୋନା

ସୁନ୍ଦରଗଡ଼ : ବାଳିକା ବିଦ୍ୟାଳୟର ୫୩ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ସହରର ଏକ ସହକାରୀ ଅନୁଦାନପ୍ରାପ୍ତ ବାଳିକା ହାଇସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୫୩ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ସ୍କୁଲ କର୍ତ୍ତୃପକ୍ଷ । ୫୩ ଛାତ୍ରୀ କରୋନା…
Read More...

ଗାଡି ଭିତରୁ ଟଙ୍କା, ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି

(ସୁନ୍ଦରଗଡ଼) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ତାଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ତେବେ ଏତେ ଟଙ୍କା…
Read More...

ତୁଡ଼ାଲଗା ଓ ବଡ଼ଗାଁ ପଞ୍ଚାୟତ ତିନିଦିନ ସଟ୍‌ଡାଉନ ଘୋଷଣା

(ବଡ଼ଗାଁ) : କରୋନାର ପ୍ରଭାବ ସୁନ୍ଦରଗଡ଼ରେ ବୃଦ୍ଧି ହେବାରେ ଲାଗିଛି। କରୋନାରେ ଆକ୍ରାନ୍ତ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ବଡ଼ଗାଁ ଗ୍ରାମରେ ସରପଞ୍ଚ ତିନିଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି । ସରପଞ୍ଚଙ୍କ ଘୋଷଣା ଅନୁଯାୟୀ ବଡ଼ଗାଁର ସମସ୍ତ ଦୋକାନ ବଜାର ୧୫ ତାରିଖରୁ ୧୭ ତାରିଖ…
Read More...