Browsing Tag

Sundargarh

ସୁଟ୍କେସ୍ରେ ଶବ

ସୁଟ୍କେସରେ ମୃତଦେହ ଘଟଣାରେ ମୁମ୍ବାଇରୁ ଓଡ଼ିଶା ପର୍ଯ୍ୟନ୍ତ ଲିଙ୍କ୍ ଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜଣେ ୨୨ ବର୍ଷୀୟ ଯୁବକକୁ ଗିରଫ କରିଛି । ମୁମ୍ବାଇ କୁର୍ଲାରେ ଗତ ରବିବାର ଦିନ ସୁଟ୍କେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଉଭୟ ମୃତ ଯୁବତୀ ଏବଂ…
Read More...

କାଳ ହେଲା ରାସ୍ତା ପାର

ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଝାରମୁଣ୍ଡା ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ରାସ୍ତା ପାର୍ ହେଉଥିବା ବେଳେ ଉଭୟଙ୍କୁ ଏକ କାର୍ ଧକ୍କା ଦେଇଥିଲା ।କାର ଟି ରାଉର କେଲାରୁ ସୁନ୍ଦରଗଡ ଆସୁଥିଲା ।କାର୍ ଟି ବହୁତ ଜୋରରେ ଆସୁଥିବା ଫଳରେ ଧକ୍କା ହୋଇ ଯାଇଥିଲା ଓ ଘଟଣା ସ୍ଥଳରେ ୨ଜଣଙ୍କ…
Read More...

ସୁନ୍ଦରଗଡରେ ୨୭ ଓ ପଦ୍ମପୁରରେ ୫ଜଣ ଆକ୍ରାନ୍ତ ଚିହ୍ନଟ

ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଗୋଟିଏ ଦିନରେ ସୁନ୍ଦରଗଡରେ ୨୭ ପଜିଟିଭ ଓ ପଦ୍ନପୁରରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସ୍କ୍ରବ ଟାଇଫସରେ ଜଣେ ମୃତ ହୋଇଛି । ସୁନ୍ଦରଗଡରେ ସ୍କ୍ରବ ଟାଇଫଓ ରୋଗୀଙ୍କ ସଂଖ୍ୟା ୧୬୨ ପହଞ୍ଚିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି…
Read More...

ସୁନ୍ଦରଗଡ଼ରେ ଚନ୍ଦନ କାଠ ମାଫିଆ ସକ୍ରିୟ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଚନ୍ଦନ ବୃକ୍ଷ ତସ୍କର ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି । ଗତକାଲି କୋଇଡା ଥାନା ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ଵ ଚନ୍ଦନ ବୃକ୍ଷକୁ ସମ୍ପୂର୍ଣ୍ଣ କାଟି ଦୁର୍ବୃତ୍ତ ନେଇଯାଇଥିବା ବେଳେ ପାଖରେ ଥିବା ଆଉ ଏକ ଗଛ…
Read More...

ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଏବଂ ମିଶନ ଶକ୍ତି କାର୍ଯ୍ୟକଳାପ ସମ୍ବନ୍ଧୀୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି…

ସୁନ୍ଦରଗଡ : ସୁନ୍ଦରଗଡର ଚାରୋଟି ବ୍ଲକକୁ ୫ଟି ସଚିବଙ୍କ ମାରାଥନ୍ ପରିଦର୍ଶନ । ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ କ୍ରୀଡ଼ା ଏବଂ ମିଶନ ଶକ୍ତି କାର୍ଯ୍ୟକଳାପ ସମ୍ବନ୍ଧୀୟ ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତିି । ୧୧ ମାର୍ଚ୍ଚ ୨୦୨୩ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ଭିଜିଲାନ୍ସ କବ୍ଚାରେ ଧରାପଡିଲେ ସୁନ୍ଦରଗଡ଼ ଉଜଳପୁର ରେଞ୍ଜର

ସୁନ୍ଦରଗଡ଼: ଭିଜିଲାନ୍ସ କବ୍ଚାରେ ସୁନ୍ଦରଗଡ଼ ଉଜଳପୁର ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ସଂଗ୍ରାମ କେଶରୀ ମିନିହିରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ସୁନ୍ଦରଗଡ଼ରେ ଥିବା ସରକାରୀ ବାସଭବନ ଓ ଅଫିସରେ…
Read More...

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବଣାଇ: ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର | ମୃତକ ଜିନ୍ଦଲର ଲଜିଷ୍ଟିକାଲ ମ୍ୟାନେଜର ମୋତିରାମ ତିୱାରୀ । ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳର ବରସୁଆଁ ସ୍ଥିତ ଗେଷ୍ଟ ହାଉସରୁ ମୋତିରାମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ରୁମରେ ରକ୍ତ ପଡିଛି ; କେହି…
Read More...

ଯୁଗ୍ମଜଣ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ :ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜଣ ଅଭିଯୋଗ ଶୁଣାଣି ସୁନ୍ଦରଗଡ ସ୍ଥିତ ସଦଭାବନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହି କାର୍ଯ୍ୟାକ୍ରମରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ…
Read More...

୧୦୦ କୋଟି ଅଭିଯୋଗରେ ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମଡି ଦୀପକ କିଣ୍ଡୋ ଗିରଫ

ଭୁବନେଶ୍ୱର(ସରୋଜ କୁମାର ରାଉତ)-୧୦୯କୋଟିି ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ । ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମଡି ଦୀପକ କିଣ୍ଡୋଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଲୁଲୁଡିହାରୁ ଗିରଫ ହୋଇଥିଲା ଦୀପକ । ସେ ଦୀର୍ଘ ଦିନ ଧରି ଫେରାର ଥିଲା । ତା ନାଁରେ ଲୁକ…
Read More...

ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା

ରାଉରକେଲା - ପୁଣି ସାମ୍ନାକୁ ଆସିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ବିରମିତ୍ରପୁର ମୁନିସିପାଲଟି ତହସିଲ କାର୍ଯ୍ୟାଳୟର ୧୦ ନଂ ୱାର୍ଡରେ । ଯୁବକଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ୧୦ ନଂ ୱାର୍ଡରୁ ସଂପୂର୍ଣ୍ଣ ଦଗ୍ଧ ଅବସ୍ଥାରେ…
Read More...