ଘରଛାଡି ଆସି କଲଭର୍ଟ ତଳେ ଆଶ୍ରୟ ନେଲେ ବ୍ୟକ୍ତି
ସୁନ୍ଦରଗଡ଼:ରାସ୍ତାର କଲଭର୍ଟ ଭିତରେ ବିତିଗଲା ଦୁଇମାସ ଅର୍ଥାତ୍ ୬୦ ରାତ୍ରୀ। ଯେଉଁଠିକୁ ଲୋକେ ଦିନରେ ଯିବା ପାଇଁ ଭୟ କରନ୍ତି ସେହି କଲଭର୍ଟ ଭିତରେ ଦୀର୍ଘ ୬୦ ରାତ୍ରୀ ଲୁଚି ଲୁଚି ଜୀବନ କାଟୁଥିଲେ ୬୦ ବର୍ଷୀୟ ଯୋହନ କାଣ୍ଡୁଲାନା। ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଟେନସା…
Read More...
Read More...