Browsing Tag

suprim court

ବିଆରଏସ ନେତା କେ. କବିତାଙ୍କ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେ. କବିତାଙ୍କୁ ମିଳିଲା ଆଶ୍ୱସ୍ତି । ବିଆରଏସ ନେତା କେ. କବିତାଙ୍କୁ ମିଳିଲା ଜାମିନ । ସିବିଆଇ ଏବଂ ଇଡି ଦ୍ୱାରା ପଞ୍ଜୀକୃତ ମାମଲାରେ ସୁପ୍ରିମକୋଟ ତାଙ୍କୁ ଜାମିନ ଦେଇଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ୫ମାସ ଜେଲରେ ଅଛନ୍ତି। ସାକ୍ଷୀଙ୍କ ଲମ୍ବା ତାଲିକା…
Read More...

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ । ତିନି ଛାତ୍ରଛାତ୍ରୀଙ୍କ ରାଉ ଆଇଏଏସ କୋଚିଂ ସେଣ୍ଟର ମୃତ୍ୟୁକୁ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରକୁ ନୋଟିସ କରିଛନ୍ତି ସର୍ବୋଚ୍ଚ କୋର୍ଟ । କୋଚିଂ ସେଣ୍ଟରଗୁଡିକ ଡେଥ ଚାମ୍ବର ହୋଇଥିବା କ୍ଷୋଭର ସହ କହିଛନ୍ତି…
Read More...

ଲାଗୁ ହେବ ରୋମିଓ-ଜୁଲିଏଟ ଆଇନ ? ଯହାକୁ ନେଇ ଦେଶରେ ଚର୍ଚ୍ଚା

ନୂଆଦିଲ୍ଲୀ: ବିଦେଶ ପରି ଆମ ଦେଶରେ ଲାଗୁହେଇପାରେ ରୋମିଓ ଜୁଲିଏଟ ଆଇନ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି ରୋମିଓ ଜୁଲିଏଟ । ଏହି ଆଇନ ଲାଗୁ ହେଲେ ଦେଶରେ ୧୮ ବର୍ଷରୁ କମ ପିଲାଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଆଇନଗତ ଭାବେ ବୈଧ ହୋଇପାରେ । ଅର୍ଥାତ ଏହି ଆଇନ…
Read More...

ମୋଦୀ ସରନେମ ମାମଲା: ଅପମାନ ଜନକ ନୁହେଁ – ସୁପ୍ରିମକେର୍ଟ

ନୂଆଦିଲ୍ଲୀ: ମୋଦୀ ସରନେମକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ଆଶ୍ୱସ୍ତି । ସୁପ୍ରିମକେର୍ଟ କହିଛନ୍ତି ରାହୁଲଙ୍କ ମନ୍ତବ୍ୟ ଅପମାନ ଜନକ ନୁହେଁ । ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି…
Read More...

ମହାପ୍ରଭୁ ଦର୍ଶନ କଲେ ସୁପ୍ରିମକେର୍ଟ ବିଚାରପତି

ପୁରୀ: ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସମେତ ପୁରୀ ଏସ୍ପି ତାଙ୍କୁ ସ୍ବାଗତ କରିଥିଲେ ।୪୦ ମିନିଟ ସେ ମନ୍ଦିରରେ ଅତିବାହିତ କରିଥିବା…
Read More...

ଜାରିରହିବ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ । ଏହି ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ସରକାରୀ ପକ୍ଷର ଯୁକ୍ତିକୁ କାଏମ ରଖିଛନ୍ତି । ଅର୍ଥାତ ଶିକ୍ଷା ଓ…
Read More...