Browsing Tag

Talcher

ତାଳଚେର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲା ବିଜେପି

ତାଳଚେର : ରାଜ୍ୟର ସବୁ ବ୍ଲକ୍ ଆଉ ଲୋକଙ୍କ ସେବାରେ ନୁହେଁ ବରଂ ଶୋଷଣରେ ନିୟୋଜିତ ରହିଛନ୍ତି। ରାସ୍ତାଠୁ ଆରମ୍ଭ କରି ଆବାସ ଗୃହ ଯୋଜନା ସବୁଥିରେ ପ୍ରାୟ ୫୦ ପ୍ରତିଶତ ପିସି ସଂଗ୍ରହ କରୁଛନ୍ତି ବୋଲି ଅଭିଯେଗ ଆଣିଛନ୍ତି  ରାଜ୍ୟ ବିଜେପି। ଏ ବିରୋଧରେ ପ୍ରତି ବ୍ଲକ୍ ଅଫିସ୍ ଘେରାଉ କରିଛି…
Read More...

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ଆଗରୁ ବିରାଟ ବୋମା ଠାବ

ତାଳଚେର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ଆଗରୁ ବିରାଟ ବୋମା ଠାବ ହୋଇଛି। । ଭରତପୁର କ୍ୟାମ୍ପ ଅଫିସ ନିକଟରୁ ଟାଇମର ବୋମା ଜବତ କରାଯାଇଛି। ବୋମାଟି କୁଆଡୁ ଆସିଲା, କିଏ ପକାଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛି।ତେବେ…
Read More...

ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

(ତାଳଚେର) :  ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ।  ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଫଳରେ ତାଳଚେର ଅଞ୍ଚଳରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ କୋଇଲା…
Read More...

ଇଟାଭାଟି ଧ୍ୱସଂ କଲା ବୁଲଡ଼ୋଜର

ତାଳଚେର: ତାଳଚେର ରେ ଚାଲିଛି ବେଧଡ଼କ ଇଟା କାରବାର । ୨୦୧୩ ମସିହାରୁ ଇଟା ଭା ଟି କୁ ସରକାର ସମ୍ପୁର୍ଣ୍ଣ ନିଷେଧ କରିଥିଲେ ମଧ୍ୟ କିଛି ଆସାଧୁ ସରକାରୀ କର୍ମଚାରୀଙ୍କ ସହାୟତାରେ ଇଟା ଭାଟି ମାଫିଆ ଆଇନ କୁ ଠେଙ୍ଗା ଦେଖେଇ ଜୋର ଜବରଦସ୍ତ ଇଟା ପୋଡିକି ଲକ୍ଷ ଲକ୍ଷ ଟଙ୍କା ରୋଜ଼ଗାର କରୁଛନ୍ତି ।…
Read More...

ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା

(ତାଳଚେର) : ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା। ତାଳଚେର ମେଡିକାଲ୍‌ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ସହ ଅନ୍ୟାନ୍ୟ ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ଡାକରା ଦିଆଯାଇଛି । ସୁରକ୍ଷା ମଞ୍ଚର ଅଭିଯୋଗନୁଯାୟୀ , ୨୦୨୧ ମସିହା ନଭେମ୍ବର ୭ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ…
Read More...

ତାଳଚେରରେ ସର୍ବଭାରତୀୟ ଗାର୍ଡ ପରିଷଦର ସାଧାରଣ ବୈଠକ

ଅନୁଗୁଳ( ଜ୍ୟୋତିରଞ୍ଜନ ଧର ): ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୁଆ ଷ୍ଟେସନ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ସର୍ବ ଭାରତୀୟ ଗାର୍ଡ ପରିଷଦର ଦ୍ଵିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ତାଳଚେର ରେଲୱେ ଷ୍ଟେସନ ଏଆରଏମ ସୌରଭ କୁମାର ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ରୂପେ…
Read More...

ସ୍ୱାମୀ ଓ ସ୍ତ୍ରୀକୁ ପାଦରେ ଦଳିଦେଲା ହାତୀ

(ତାଳଚେର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ତେବେ ଘରେ ଶୋଇଥିବା ସ୍ୱାମୀ ଓ ସ୍ତ୍ରୀକୁ ପାଦରେ ଦଳିଦେଲା ହାତୀ । ଫଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡା…
Read More...

ରାଜ୍ୟ ସରକାରଙ୍କ ଟିକା ଟେଣ୍ଡରକୁ ଝଟକା !

(ଭୁବନେଶ୍ୱର):ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା । ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି ।…
Read More...

ତାଳଚେର କୋଭିଡ କେୟାର ସେଣ୍ଟରରେ ରୋଗୀଙ୍କ ଧାରଣା

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର କୋଭିଡ କେୟାର ସେଣ୍ଟରରେ ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ରୋଗୀମାନେ ଧାରଣାରେ ବସିଛନ୍ତି । ରୋଗୀ ମାନଙ୍କ ଅଭିଯୋଗ ମୁତାବକ, ଏହି ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି ଏବଂ ପିଇବା ପାଣିର ସମସ୍ୟା ମଧ୍ୟ ଦେଖା ଦେଇଛି…
Read More...

ତାଳଚେରରେ ମାଟି ଧସିବା ଘଟଣା ସ୍ଥଳ ଅନୁଧ୍ୟାନ କଲେ ଡେପୁଟି ଡାଇରେକଟର

(ମନିଲ କୁମାର ମହାରଣା): ତାଳଚେର ପୌରାଞ୍ଚଳରେ ଶାନ୍ତିଲତା ବାଇଙ୍କ ଘରେ ଚଟାଣ ଫାଟି ମାଟି ଧସି ହୋଇଥିଲା । ଏହି ଘଟଣାରେ ସଠିକ ପ୍ରତିକାର ବ୍ୟବସ୍ଥା ଗ୍ରହଣ ଏବଂ ଭୂତଳ ଖଣିରେ ପର୍ୟ୍ୟାପ୍ତ ପରିମାଣରେ ବାଲି ଫିଲିଙ୍ଗ କରି ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବୀ ନେଇ ତାଳଚେର ବାସୀ ଜାତୀୟ…
Read More...