ପୁଣି ଏକ ଟ୍ରେନ ଦୁର୍ଘଟଣା ; ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣ ଆହତ
ତାମିଲନାଡୁ; ପୁଣି ବଡ ଟ୍ରେନ ଦୁର୍ଘଟଣା । ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା । ପମୈସରରୁ ବିବାହରର ଦାରଭଙ୍ଗା ଅଭିମୁଖେ ଯାଉଥିବା ମୈସୁର ଦରଭଙ୍ଗା ବାଗମାତୀ ଏକ୍ସପ୍ରେସ୍ ଟ୍ରେନ ଚେନ୍ନାଇ ନିକଟ କଭାରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ସହିର ମୁହାଁମହିଁ ଧକ୍କା ହୋଇଛି । ଏହି…
Read More...
Read More...