Browsing Tag

telegram

ନେପାଳରେ ବ୍ୟାନ ହେଲା ଟେଲିଗ୍ରାମ୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନେପାଳରେ ବ୍ୟାନ ହେଲା ଟେଲିଗ୍ରାମ୍ । ବଢ଼ୁଥିବା ଅନଲାଇନ୍ ଠକେଇ ଏବଂ ମନି ଲଣ୍ଡରିଂର ମୁକାବିଲା କରିବା ପାଇଁ ନେପାଳ ସରକାର ଏହି ପଦକ୍ଷେପ ନେଇଛନ୍ତି । ସରକାର ଲୋକପ୍ରିୟ ମେସେଜିଂ ଆପ୍ 'ଟେଲିଗ୍ରାମ'କୁ ତୁରନ୍ତ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକରଣ ପକ୍ଷରୁ ଜାରି…
Read More...

ଡାଟା ଚୋରି କରୁଛି ଟେଲିଗ୍ରାମ! ପ୍ରମାଣିତ ହେଲେ ଭାରତରେ ହେବ ବ୍ୟାନ୍‌…

ନୂଆଦିଲ୍ଲୀ : ବଢୁଛି ଟେଲିଗ୍ରାମ ମେସେଜିଂ ଆପର ଅଡୁଆ | ଡାଟା ଚୋରି ଅଭିଯୋଗରେ ଭାରତରେ ହୋଇପାରେ ବ୍ୟାନ୍‌ | ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେସେଜିଂ ଆପ୍ ଉପରେ ଭାରତ ସରକାର ଯାଞ୍ଚ କରୁଛନ୍ତି । ଟେଲିଗ୍ରାମର ସିଇଓ ପାୱେଲ୍ ଡୁରୋବ ଡାଟା ଚୋରି କିମ୍ବା ଜୁଆ କାରବାରରେ ଆପ୍ ଜଡ଼ିତ…
Read More...

ବନ୍ଦ ହୋଇଯିବ କି ଟେଲିଗ୍ରାମ ? :ଟେଲିଗ୍ରାମ ସିଇଓଙ୍କ ହାତରେ ପଡିଲା ହାତକଡ଼ି

ବ୍ୟୁରୋ : ଟେଲିଗ୍ରାମ ସିଇଓଙ୍କ ହାତରେ ପଡିଲା ହାତକଡ଼ି । ଅଚାନକ ବିମାନ ବନ୍ଦରରୁ ମେସେଜିଂ ଆପ୍‌ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ବାନ୍ଧିନେଲା ପୋଲିସ । ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ ବିମାନ ବନ୍ଦରରୁ ସେ ଗିରଫ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବିଲେନିୟର ପାଭେଲ…
Read More...