Browsing Tag

Tennis

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

ଭୁବନେଶ୍ଵର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ସେଣ୍ଟର ରେ ଆଜି ଠାରୁ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ ଖେଳାଳି ଭାଗ ନେଇଛନ୍ତି। ଆୟୋଜକ ଭାରତ ସମେତ ଜାପାନ,, ଆମେରିକା, ରସିଆ, ଚେକ୍ ରିପବ୍ଲିକ, ଜର୍ମାନୀ,…
Read More...

ତୃତୀୟ ରାଉଣ୍ଡରେ ଜୋକୋଭିକ

ପ୍ୟାରିସ୍‌: ବିଶ୍ବର ୧ ନମ୍ବର ନୋଭାକ ଜୋକୋଭିକ, ୨ ନମ୍ବର ଜାନିକ ସିନ୍ନର, ୪ ନମ୍ବର ଆଲେକ୍‌ଜାଣ୍ଡର ଭେରେଭ ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକ ମୁକାବିଲାରେ ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିୟାର ଜୋକୋଭିକ…
Read More...

ଟେନିସ୍ ବେଟିଂ ନିୟମ ଉଲଂଘନ କରି ଦଣ୍ଡିତ ହେଲେ ମାର୍କ

ଲଣ୍ଡନ:  ଦୁଇ ଥରର ଗ୍ରାଣ୍ଡସ୍ଲାମ୍ ଉପବିଜେତା ମାର୍କ ଫିଲିପୌସିସଙ୍କୁ ଆନ୍ତର୍ଜାତିକ ଟେନିସ୍ ଇଣ୍ଟିଗ୍ରିଟି ଏଜେନ୍ସି ୧୦ ହଜାର ଡଲାର ଜରିମାନାରେ ଦଣ୍ଡିତ କରିଥିବା ବେଳେ ଟେନିସର ବେଟିଂ ନିୟମ ଉଲଂଘନ କରିଥିବାରୁ ତାଙ୍କୁ ୪ ମାସ ପାଇଁ ନିଲମ୍ବନ ମଧ୍ୟ କରିଛି । ଆଇଟିଆଇଏ ପକ୍ଷରୁ ଜାରି…
Read More...

ଜୋକୋଭିକଙ୍କ କୀର୍ତ୍ତିମାନ: ୩୫ଥର ଖେଳିଲେ ଗ୍ରାଣ୍ଡ ସ୍ଲାମ ଫାଇନାଲ

ଲଣ୍ଡନ:  ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ଖେଳାଯାଇଥିବା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲରେ ଜୋକୋଭିକ୍ ୮ ନମ୍ବର ମାନ୍ୟତାପ୍ରାପ୍ତ…
Read More...

ସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍

ଲଣ୍ଡନ: ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କୁ ୱିମ୍ବଲଡନ୍ ଓପନର ଦ୍ବିତୀୟ ଦିନରେ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବାର କାଯ୍ର୍ୟକ୍ରମ ରହିଛି। ଏଥିପାଇଁ ଅଲ୍ ଇଂଲଣ୍ଡ କ୍ଲବ୍ ପକ୍ଷରୁ ସେଣ୍ଟର କୋର୍ଟରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ କରାଯିବାକୁ ଯୋଜନା ପ୍ରସ୍ତୁତ…
Read More...

ଓଟିଏ ଚାମ୍ପିଅନ୍ସିପ ସିରିଜରେ ସୋହିନୀଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମ୍ରେ ଶେଷ ହୋଇଥିବା ଆଇଟା-ଓଟିଏ ଚାମ୍ପିଅନ୍ସିପ ସିରିଜ୍ ଟେନିସ୍ ପ୍ରତିଯୋଗିତାର ୧୬ ବର୍ଷରୁ କମ୍ ବାଳିକା ବର୍ଗରେ ଓଡ଼ିଆ ଝିଅ ସୋହିନୀ ଏସ୍ ମହାନ୍ତି ଏବଂ ବାଳକରେ ପଶ୍ଚିମବଙ୍ଗର ସୌର୍ୟ୍ୟ ସ୍ବରୂପ ଦ୍ବିମୁକୁଟ ହାସଲ କରିଛନ୍ତି। ଦୁହେଁ ଉଭୟ ଏକକ ଏବଂ ଯୁଗଳରେ…
Read More...

ଏସୀୟ ଗେମ୍ ସହିତ ସଂଘର୍ଷକୁ ଏଡାଇବା ପାଇଁ ଭାରତର ସେପ୍ଟେମ୍ବର ଡେଭିସ୍ କପ୍ ମ୍ୟାଚ୍ ପ୍ରସ୍ତୁତ

ନୂଆଦିଲ୍ଲୀ : ଚାଇନାରେ ଆଞ୍ଚଳିକ ପ୍ରଦର୍ଶନୀ ସହିତ ସଂଘର୍ଷରୁ ରକ୍ଷା ପାଇବା ପାଇଁ ଆଇଟିଏଫ୍ ଦଳ ଟୁର୍ନାମେଣ୍ଟକୁ ପ୍ରସ୍ତୁତ କରିଥିବାରୁ ଭାରତ ଉଭୟ ଡେଭିସ୍ କପ୍ ଏବଂ ଏସୀୟ ଗେମ୍ସରେ ନିଜର ଶ୍ରେଷ୍ଠ ଖେଳାଳିଙ୍କୁ ଫିଲ୍ଡିଂ କରିବାକୁ ସକ୍ଷମ ହେବ ବୋଲି ଜାତୀୟ ଫେଡେରେସନ୍ ଏଆଇଟି ସୋମବାର ଦିନ…
Read More...