Browsing Tag

terrorist

ଏନ୍କାଉଣ୍ଟର୍ରେ ସଫା

ଭାରତୀୟ ସେନାର ଏନ୍କାଉଣ୍ଟର୍ ।ମିଳିତ ଆଟାକ୍ରେ ସଫା ହୋଇଛନ୍ତି ୩ ଜଣ ଲସ୍କର ଆତଙ୍କବାଦୀ ।କୁଲଗାମରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ ।ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ ।ସେହି ସମୟରେ ଉଭୟ ଆତଙ୍କବାଦୀ ସୁରକ୍ଷା ବାହିନୀ…
Read More...

ମାସୁଦ ଅଜହରର ନିକଟତର ; ଭାରତ ବିରୋଧୀକୁ ପାକ୍ ରେ ହତ୍ୟା

ଆତଙ୍କୀ ସଂଗଠନ ଜସ-ଏ-ମହମ୍ମଦ ଚିଫ୍ ମାସୁଦ ଅଜହରର ଅତି ନିକଟତର ଥିଲା ମøଲାନା ରହୀମୁଲ୍ଲା ତାରିକ ।ପାକିସ୍ତାନର କରାଚିରେ ଭାରତ ବିରୋଧୀ ଧାର୍ମିକ ନେତା ଭାବରେ ମøଲାନା ରହୀମୁଲ୍ଲା ତାରିକ କୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ କେହି ଦୁବୃତ୍ତ ଗୁଳି କରି ହତ୍ୟା କରିଛନ୍ତିା ସେ ସବୁବେଳେ…
Read More...

ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ଧମକପୂର୍ଣ୍ଣ କଲ୍; ଟାର୍ଗେଟରେ ଯୋଗୀ ଓ ମୋଦି ସରକାର

ମୁମ୍ବାଇ: ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି । ଯେଉଁଥିରେ କୁହାଯାଇଛି ଯେ, ୟୁପିର ସିଏମ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସେମାନଙ୍କ ଟାର୍ଗେଟରେ ଅଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ୨୬/୧୧ ପରି…
Read More...

ଆତଙ୍କବାଦୀଙ୍କୁ ପାକିସ୍ଥାନ ଯୋଗାଉଛି ପେନ୍‌ସନ୍‌

ଭୂବେନେଶ୍ୱର(ରିପୋର୍ଟର୍ସ ଟୁଡେ): ଆର୍ନ୍ତଜାତିକ କଟକଣା ସ୍ୱତ୍ତେ ଦୁର୍ଦାନ୍ତ ଓ କଳା ତାଲିକାଭୁକ୍ତ ଆତଙ୍କବାଦୀଙ୍କୁ ପେନ୍‌ସନ୍‌ ଯୋଗାଇବା ସହ ସେମାନଙ୍କୁ  ସୁରକ୍ଷା ଦେଇଚାଲିଛି ପାକିସ୍ଥାନ । ଜିନିଭାସ୍ଥିତ ଇଣ୍ଡିଆନ୍ ପର୍ମାନେଣ୍ଟ୍ ମିସନ୍ ର ପ୍ରଥମ ସଚିବ ପବନକୁମାର ବାଧେ ଜାତିସଂଘ ମାନବୀୟ…
Read More...

ଆତଙ୍କବାଦୀ ଆଡ୍ଡାରୁ ବିପୁଳ ମାରଣାସ୍ତ୍ର ଜବତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ରବିବାର ଦକ୍ଷିଣ ଜାମ୍ମୁ କାଶ୍ମୀରର ଫୁଲୱାମା ଜିଲ୍ଲା ର ମଣ୍ଡୁନା ଗାଁରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଆଡ୍ଡା ଉପରେ ରାଜ୍ୟ ପୁଲିସ ଓ ସଶସ୍ତ୍ର ବଳ ଚଢାଉ କରିଛନ୍ତି । ଆତଙ୍କବାଦୀ ଆଡ୍ଡାରୁ ସୁରକ୍ଷା ବଳକୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଅନ୍ୟାନ୍ୟ…
Read More...

ବୈଷ୍ଣୋଦେବୀ ପୀଠରେ ୨ ଆତଙ୍କୀ ଠାବ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ମାତା ବୈଷ୍ଣୋ ଦେବୀ ପୀଠ ନକଟସ୍ଥ କଟ୍‌ରା ରେଳ ଷ୍ଟେସନରେ ଆଜି ପ୍ରତ୍ୟୁଷରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଠାବ କରାଯିବା ପରେ କଟରା ସମେତ ବୈଷ୍ଣୋ ଦେବୀ ପୀଠରେ ଜାମ୍ମୁ- କାଶ୍ମୀର ପ୍ରଶାସନ ହାଇ ଆଲର୍ଟ ଜାରି କରିଛି। ଏଥିସହ ଠାବ କରା ଯାଇଥିବା ଦୁଇ…
Read More...

ସୁରକ୍ଷାକର୍ମୀଙ୍କ ଏକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ

( ମମତା ସାମଲ) : ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ । ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲା ମୁନିୱାର୍ଡ ଗ୍ରାମର ଏକ ଘରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଏକ ବନ୍ଦ ଘର ଭିତରୁ ସୁରକ୍ଷାକର୍ମୀଙ୍କ ଉପରକୁ…
Read More...