ପାଠ୍ୟକ୍ରମରେ ଯୋଡ଼ି ହେଲା ଅଲମ୍ପିକ୍ସ ଶିକ୍ଷା : ରାଜ୍ୟର ୯୦ ସ୍କୁଲରେ ଆରମ୍ଭ ହେବ
ଭୂବନେଶ୍ୱର : ରାଜ୍ୟର ଅଗ୍ରଗତିରେ ଆଉ ଏନ ନୂଆ ଅଧ୍ୟାୟ । ପାଠ୍ୟକ୍ରମରେ ଯୋଡି ହେଲା ଅଲମ୍ପିକ୍ସ ଶିକ୍ଷା । ମଙ୍ଗଳବାର ଏପରି ଏକ ଅଭିନବ ଅଧ୍ୟାୟକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରୁ ଅଲମ୍ପିକ୍ସ ବିଷୟରେ ଶିକ୍ଷା…
Read More...
Read More...