Browsing Tag

train accident

ସାଲିମାର୍ ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ

ପଶ୍ଚିମବଙ୍ଗ:ପୁଣି ଟ୍ରେନ ଦୁର୍ଘଟଣା । ସାଲିମାର୍ ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ହୋଇଛି ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି। ଏଥିରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହାଓ୍ବଡା ନାଲପୁର ଷ୍ଟେସନ ନିକଟରେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି। ଟ୍ରେନର ଗୋଟିଏ ପାର୍ସଲ କୋଚ୍ ଏବଂ…
Read More...

ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ତାମିଲନାଡ଼ୁ ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ। ତାମିଲନାଡ଼ୁର ତିରୁବଲ୍ଲୁରରେ ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ୧୨ଟି…
Read More...

ଝାଡ଼ଖଣ୍ଡରେ ବଡ଼ ରେଳ ଦୁର୍ଘଟଣା : ୨ ମୃତ,୨୦ ଜଣ ଆହତ 

ରାଞ୍ଚି : ଦିନକୁ ଦିନ ଦେଶରେ ଟ୍ରେନ୍ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଝାଡଖଣ୍ଡର ଚକ୍ରଧରପୁରରେ ରେଳମଣ୍ଡଳର ବାରାବମ୍ବୋ ରେଲୱେ ଷ୍ଟେସନ ନିକଟରେ ବଡ଼ ଟେନ୍ ଦୁର୍ଘଟଣା । ହାୱଡା- ମୁମ୍ବାଇଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି।…
Read More...

ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ ଧରଣର ଟ୍ରେନ ଦୁର୍ଘଟଣା ; ୫ ମୃତ , ୨୫ ଆହତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍‌। ଦୁର୍ଘଟଣାରେ ଯାତ୍ରୀବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ…
Read More...

ଚଳନ୍ତା ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ

ଟାଙ୍ଗି / ରାକେଶ  କୁମାର  ଜଗଦେବ  : ଚଳନ୍ତା  ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ ।  ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।  ମୃତ ଯୁବକଙ୍କ ବୟସ 28 ରୁ 39 ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।  ଖବର ପାଇ ନିରାକାର ପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତ ଯୁବକର ଶବ୍ଦ କୁ…
Read More...

ରାଜସ୍ଥାନର ଆଜମେର ଠାରେ ଟ୍ରେନ ଦୁର୍ଘଟଣା, ୪ ବଗି ଲାଇନଚ୍ୟୁତ

ରାଜସ୍ଥାନର : ପୁଣି ଟ୍ରେନ ଦୁର୍ଘଟଣା । ରାଜସ୍ଥାନର ଆଜମେର ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଶାବରମତି-ଆଗ୍ରା କେଣ୍ଟସୁପରଫାଷ୍ଟ ଟ୍ରେନ ମଦାର ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନଟି ଏକ ମାଲଗାଡି ସହ ଧକ୍କା ହେବା ଫଳରେ ୪ଟି ବଗି ରେଳଧାରଣା ପାଶ୍ୱରେ…
Read More...

ଗୁଡି ଉଡେଇବା ବେଳେ ଟ୍ରେନ ଧକ୍କାରେ ଗଲା ନାବାଳକର ଜୀବନ

ଭୁବନେଶ୍ୱର: ଗୁଡି ଉଡାଇବା ହେଲା କାଳ । ଟ୍ରେନ ନେଲା ନାବାଳକର ଜୀବନ । ମୃତକ ଭୁବନେଶ୍ୱର ଶହୀଦନଗର ଶାନ୍ତିପାଲ୍ଲୀ ବସ୍ତିର ତପନ ସାହୁଙ୍କ ୧୪ ବର୍ଷୀୟ ପୁଅ ସୁର୍ଯ୍ୟ କାନ୍ତ ପାତ୍ର । ସୁର୍ଯ୍ୟ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସୂଚନା ଅନୁଯାୟୀ: ଶନିବାର ଅପରାହ୍ନ ସମୟରେ ଟ୍ରେନ୍ ଲାଇନ୍…
Read More...

ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରେ ମାଡ଼ିଗଲା ଟ୍ରେନ୍: ଅଳ୍ପକେ ଟଳିଗଲା ବଡ଼ ରେଳ ଦୁର୍ଘଟଣା

ଉତ୍ତରପ୍ରଦେଶ : ଅଳ୍ପକେ ଟଳିଗଲା ବଡ଼ ରେଳ ଦୁର୍ଘଟଣା । ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରେ ମାଡ଼ିଗଲା ଟ୍ରେନ୍ । ଉତ୍ତରପ୍ରଦେଶର ମଥୁରା ଜଙ୍କସନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶକୁରବସ୍ତିରୁ ଆସୁଥିବା ଏକ ଇଏମୟୁ ଟ୍ରେନ ମଥୁରା ଜଙ୍କସନରେ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରେନ…
Read More...

ପାହାଡରୁ ପଥର ଖସି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଅନୁଗୁଳ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ । ମାଲବାହୀ ଟ୍ରେନ ହେଲା ଲାଇନଚ୍ୟୁତ । ଅନୁଗୋଳ ଜିଲ୍ଲା ହଣ୍ଡପାରୁ ବଇଣ୍ଡା ମଧ୍ୟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ଭୂସ୍ଖଳନ ହୋଇ ପାହାଡ଼ରୁ ପଥର ଖଣ୍ଡ ଏକ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଖସି ପଡ଼ିବା ଫଳରେ ଟ୍ରେନ୍ଟି ଲାଇନ୍ଚ୍ୟୁତ…
Read More...

ସଂସଦରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ । ଆଜି ଦ୍ୱିତୀୟ ଦିନରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ । ସଂସଦରେ ଉତ୍ତର ରଖିଲେ ରୋଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସିଗନାଲ ତ୍ରୁଟି ପାଇଁ ହୋଇଥିଲା ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୯୫ ମୃତକଙ୍କ ମଧ୍ୟରୁ ୪୧ଟି ଶବ ଚିହ୍ନଟ…
Read More...