Browsing Tag

Truck accident

ଟ୍ରକ୍ ପଛରେ ପିଟିହେଲା ଟାଟା ପିକଅପ ଗାଡି ; ଡ୍ରାଇଭର ମୃତ, ହେଲପର ଗୁରୁତର

Breaking News : ଟ୍ରକ୍ ପଛକୁ ପିଟିଲା ଟାଟା ପିକଅପ ଗାଡ଼ି। ଚାଳକ ମୃତ, ହେଲପର୍  ଗୁରୁତର। ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ର ବୋଲଗଡ଼ ଓଭରବ୍ରିଜ ନିକଟରେ ଗତ ବିଳମ୍ବିତ ରାତ୍ରି ରେ ଦୁର୍ଘଟଣା ଘଟିଛି। ନୟାଗଡରୁ ସୁନାଖଳା ଅଭିମୁଖେ ଆସୁଥିବା ଧାନ ବୋଝେଇ ଟ୍ରକ ପଛକୁ ପିଟିଲା…
Read More...

କାରକୁ ଧକ୍କା ଦେଲା ଟ୍ରକ, ଡ୍ରାଇଭରକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ରାଜଧାନୀରେ ପୁଣି ହିଟ୍ ଏଣ୍ଡ ରନ୍। କାର୍ କୁ ପିଟିଲା ଟ୍ରକ୍। ଚଳନ୍ତା କାର୍ କୁ ୫୦ ମିଟର ଘୋଷାଡି ନେଲା ଟ୍ରକ୍। ଟ୍ରକ୍ ଧକ୍କାରେ କାର୍ ତେଲ ଟାଙ୍କିରେ ଲାଗିଲା ନିଆଁ। ଜଳନ୍ତା କାର୍ ରୁ ଚାଳକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ନିଆଁ ଲିଭଇଲେ ଦମକଳ ବାହିନୀ । ସୂଚନା ଅନୁଯାୟୀ,…
Read More...

ମଇଦଲପୁର ମୁଖ୍ୟ ରାସ୍ତା ଏନ୍ଏଚ ୨୬ରେ ଟ୍ରକ୍ ଧକ୍କାରେ ଜଣେ ଗୁରୁତର

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା:- ଟ୍ରକ୍ ଧକ୍କାରେ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ମଇଦଲପୁର ମୁଖ୍ୟ ରାସ୍ତା ଏନ୍ଏଚ ୨୬ରେ । ସକାଳ ପ୍ରାୟ ୧୦ଟା ସମୟରେ ଏଭଳି ଅଘଟଣ ଘଟିଥିବାବେଳେ ଏହି ଦୁର୍ଘଟଣାରେ ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଂଚାୟତ ନୂଆଗୁଡା ଗାଁର ପତି ଜାନୀ ଗୁରୁତର…
Read More...

ଟ୍ରକ ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ

ଅନୁଗୋଳ/ସୁଧାକର ସାହୁ: ଟ୍ରକ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ । ଆନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର କାରଖାନା ମେନ ଗେଟ୍ ସମ୍ମୁଖରେ ଘଟିଛ ଏଭଳି ଅଘଟଣ । ଏଥିରେ ସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ…
Read More...

ଯାତ୍ରାପାର୍ଟି ଟ୍ରକ ସହ ବାଇକ ଧକ୍କା

( ସର୍ବେଶ୍ୱର ପାତ୍ର): ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁ ନିକଟରେ ଯାତ୍ରାପାର୍ଟି ଟ୍ରକ ସହ ବାଇକ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଲୋକନାଥ ଜେନାଙ୍କ ପୁଅ ଓମ ୟଶବର୍ଦ୍ଧନ ଜେନା ଓ ତ୍ରିଲୋଚନ…
Read More...

ଟ୍ରକ-ବସ୍ ମୁହାଁମୁହିଁ ଧକ୍କା

( ମମତା ସାମଲ) : ବରଗଡ ବରାହଗୋଡା ସ୍ଥିତ ପରରାପାଟ ମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ–ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ରୁ ଅଧିକ ଯାତ୍ରୀ ଆହତ । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ…
Read More...

ଟ୍ରକ ଓ ଟେମ୍ପୁ ମୁହାଁମୁହିଁ ଧକ୍କା

( ଓମ୍ ପ୍ରକାଶ ମିଶ୍ର) : ବୌଦ୍ଧ ଜିଲ୍ଲା ମହିଶ୍ୱରପିଣ୍ଡାଠାରେ ଘଟିଛି ସଡକ ଦୁର୍ଘଟଣା । ଟ୍ରକ ଓ ଟେମ୍ପ ମୁହାଁମୁହାଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲାର କାଲେଶ୍ୱର ଗ୍ରାମର ବାବୁଲି…
Read More...