ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ସୋନମାର୍ଗ ଟନେଲ ଉଦଘାଟନ । ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ସାଢେ ୬ କିଲୋମିଟର ଲମ୍ବର ଟନେଲ ଉଦଘାଟନ ହୋଇଛି । ଉଦଘାଟନ ସହ ଟନେଲ ନିରôକ୍ଷଣ କଲେ ମୋଦୀ । ୨୭ଶହ କୋଟି ବ୍ୟୟରେ ନିର୍ମିତ ହୋଇଛି z ମୋଡ ଟନେଲ । ଲଦାଖକୁ ସବୁ ଋତୁରେ ଯିବା ଆସିବା ହେବ ସହଜ ।
ଶ୍ରୀନଗର ଓ…
Read More...
Read More...