ଆଜି ହେଉଛି ପବିତ୍ର ଭଉଁରୀ ଯାତ୍ରା : ରଥ ଖଳାରେ ତିନି ରଥର ଚକଡେରା ଅନୁକୂଳ
ପୁରୀ : ଆଜି ହେଉଛି ପବିତ୍ର ଭଉଁରୀ ଯାତ୍ରା । ରଥ ଖଳାରେ ତିନି ରଥର ଚକଡେରା ଅନୁକୂଳ ହେବ । ତିନି ରଥର ନାହାକା ଚକ ଓ ଅଖ ପ୍ରସ୍ତୁତି ଶେଷ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହୋଇଛି । ଅନ୍ୟାନ୍ୟ ନିର୍ମାଣ କାମ ମଧ୍ୟ ଜାରି ରହିଛି । ପରମ୍ପରା ଅନୁଯାୟୀ ତିନୋଟି ରଥର…
Read More...
Read More...