Browsing Tag

Vigilance red

ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ଯାଜପୁର: ଭିଜିଲାନ୍ସ ହାତରେ ବରିଷ୍ଠ କିରାଣୀ ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଳା ମଙ୍ଗଳ ବିଭାଗର ଭାରପ୍ରପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋଙ୍କୁ ଧରିଲା ଭିଜିଲାନ୍ସ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍ ପାସ୍ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା…
Read More...

ଭିଜିଲାନ୍ସ ଜାଲରେ ଧରାପଡି ବନ୍ଧାହେଲେ କାର୍ଯ୍ୟନିର୍ବାହି ଯନ୍ତ୍ରୀ

ଭବାନୀପାଟଣା: ଗିରଫ ହେଲେ ମୁନିସିପାଲିଟି ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସମୀର ଠାକୁର । ଭବାନୀପାଟଣା ମୁନିସିପାଲିଟି ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି ଅଭିଯୋଗକୁ ଆଧାର କରି ତାଙ୍କ ଘରେ ରେଡ୍ କରାଯାଇଥିଲା । ତାପରେ…
Read More...