ଚୀନ୍ ରେ ବଢିଚାଲିଛି ଭାଇରସ୍ ଆତଙ୍କ : ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ
ବ୍ୟୁରୋ : ଦିନକୁ ଦିନ ଚୀନରେ ବଢିଚାଲିଛି ଏଚ୍ଏମ୍ପିଭି ଭାଇରସ୍ ଆତଙ୍କ । ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ଭାରତରେ ମଧ୍ୟ ଏଚ୍ଏମ୍ପିଭି ଭାଇରସ୍ ରେ ଜଣେ ପୀଡିତ ଚିହ୍ନଟ ହୋଇଥିବା ଜଣାପଡିଛି ।
କିନ୍ତୁ ଏହି ଭାଇରସ୍ କୁ ନେଇ ଭାରତରେ ଚିନ୍ତା କରିବାର କିଛି କାରଣ ନାହିଁ…
Read More...
Read More...