ଆସନ୍ତା ୨୪ ଘଣ୍ଟାରେ ମୌସୁମୀ ଆଣ୍ଡାମାନ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରାୟତଃ ସହର ମାନଙ୍କରେ ତାପମାତ୍ରା ୪୦ ଡିଗ୍ରୀ ରହିଛି ପାରଦ । ମଝିରେ ମଝିରେ କାଳବୈଶାଖୀ ବର୍ଷା ହେବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି ଲୋକେ । ତେବେ ଚଳିତ ବର୍ଷ ଶ୍ରୀଘ୍ର ମୈାସୁମୀ ଆସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି…
Read More...
Read More...