Browsing Tag

world cup

ତିନ୍‌ କା ଡ୍ରିମ୍‌’ ଦୁଃସ୍ଵପ୍ନ ପାଲଟିଗଲା

୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଉତ୍ସାହ, ଉନ୍ମାଦନା, ଉତ୍କଣ୍ଠା ଓ ଉଲ୍ଲାସର ମାହୋଲ ହଠାତ୍‌ ନିରାଶା, ଲୁହ ଓ କୋହରେ ପରିଣତ ହୋଇଗଲା। ‘ତିନ୍‌ କା ଡ୍ରିମ୍‌’ ଦୁଃସ୍ବପ୍ନ ପାଲଟିଗଲା। ଶୁଭେଚ୍ଛା, ଶୁଭକାମନା, ପୂଜାପାଠ ଓ ପ୍ରାର୍ଥନା କିଛି କାମ ଦେଲାନି। ଯେଉଁ…
Read More...

ଅହମଦାବାଦରେ ଚାଲିଛି ଆଫଗାନିସ୍ତାନ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଟକ୍କର

ଅହମଦାବାଦ: ସେମିଫାଇନାଲ ଲକ୍ଷରେ ଆଫଗାନିସ୍ତାନ । ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ଆଫଗାନିସ୍ତାନର ଏବେ ସେମିଫାଇନାଲ ଉପରେ ନଜର ରହିଛି । ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ୍ ଜିତିସାରିଥିବା ଆଫଗାନିସ୍ତାନକୁ ଉନ୍ନତ ରନ୍ରେଟ୍ ସହ ଆଉ ଗୋଟିଏ ବିଜୟ ଆବଶ୍ୟକ ହେଉଛି। ତେଣୁ ଶେଷ…
Read More...

କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ

ବେଙ୍ଗାଲୁରୁ:ବେଙ୍ଗରଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁ ମୁହିଁ ହୋଇଛନ୍ତି ନ୍ୟୁଜଲ୍ୟାଣ୍ଡକୁ ଶ୍ରୀଲଙ୍କା । କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ । ବିପକ୍ଷରେ ଶ୍ରୀଲଙ୍କା ଟିମ ବ୍ୟାଟିଙ୍ଗ କରୁଛି । ସୂଚନା ଅନୁଯାଇ ୭ ଓଭରରେ ୩ଟି…
Read More...

ବିଶ୍ୱକପରେ ପ୍ରଥମ ଶତକ ମାରିଥିବା ଖେଳାଳି ହେଲେ ଜାରଦାନ

ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଇବ୍ରାହିମ୍ ଜାରଦାନ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଇବ୍ରାହିମ ଜାରଦାନ  ୧୩୧ ବଲରେ ଶତକ ଛୁଇଁଥିଲେ। ଏହିପରି ଇବ୍ରାହିମ୍ ଜାରଦାନ  ଇତିହାସ ସୃଷ୍ଟି କରିଛନ୍ତି । ବାସ୍ତବରେ ଇବ୍ରାହିମ ଜାଦ୍ରାନ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ…
Read More...

ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଲକ୍ଷରେ ଅଷ୍ଟ୍ରେଲିଆ

ୱାଙ୍ଖଡେ : ୱାଙ୍ଖଡେ ଠାରେ ବିଶ୍ୱକପ କ୍ରିକେଟରେ ଚାଲିଛି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର । ଟସ ଜିତି ଆଫଗାନିସ୍ତାନ ବ୍ୟାଙ୍ଗ କରୁଥିବା ବେଳେ ଅଷ୍ଟେଲିଆ ବୋଲିଙ୍ଗ କରୁଛି । ଏହି ମ୍ୟାଚ୍କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ।…
Read More...

‘ଅରୁଣ ଜେଟଲୀ ଷ୍ଟାଡିୟମ’ରେ ବାଂଲାଦେଶ ଓ ଶ୍ରୀଲଙ୍କା ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀର ‘ଅରୁଣ ଜେଟଲୀ ଷ୍ଟାଡିୟମ’ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଛି ଟକ୍କର । କିକ୍ରେଟ ବିଶ୍ୱକପ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ତେବେ ବ୍ୟାଟିଙ୍ଗ ଯାରି ରଖିଛି ଶ୍ରୀଲଙ୍କା ଦଳ । ତେବେ ସୂଚନା…
Read More...

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା

ମୁମ୍ବାଇ: ଆଜି ୱାଙ୍ଖଡେରେ ମୁହାଁ ମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବୋଲିଂ କରିବା ନେଇ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରିବ ଭାରତ । ଭାରତ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆଇସିସି ଦିନିକିଆ କ୍ରିକେଟ…
Read More...

ମୁମ୍ବାଇର ୱାଙ୍ଖଡେରେ ଭାରତକୁ ଭେଟିବ ଶ୍ରୀଲଙ୍କା

ମୁମ୍ବାଇ: ମୁମ୍ବାଇର ୱାଙ୍ଖଡେରେ ମୁହାଁ ମୁହିଁ ହେବେ ଭାରତ – ଶ୍ରୀଲଙ୍କା । ଦୀର୍ଘ ୧୨ ବର୍ଷ ପରେ ଉଭୟ ଦଳ ଏହି ପଡିଆରେ ମୁକାବିଲା କରିବେ । ତେବେ ଏହି ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ ରଖିଛି ଭାରତୀୟ ଦଳ । ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚ ଖେଳି ସମସ୍ତ ମ୍ୟାଚ ଜିତି…
Read More...

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

ପୁଣେ: ପୁଣେ ର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ  କ୍ରିକେଟ ଷ୍ଟାଡିୟମରେ ଆଇସିସି ବିଶ୍ୱକପର ଚାଲିଛି ଏକ ମ୍ୟାଚ  । ଯେଉଁ ଥିଲେ ମୁହାମୁହିଁ  ଲଢୁଛନ୍ତି ନ୍ୟୁଜିଲାଣ୍ଡ -ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚରେ ପ୍ରଥ ଇନିଂସ ଶେଷ ହୋଇଥିବା ବେଳେ  ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି…
Read More...

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ

ଧର୍ମଶାଳା: ସରିଛି ମହା ମୁକାବିଲାର ପ୍ରଥମ ଇନିଂସ । ଧର୍ମଶାଳାଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା…
Read More...