ଭୁବନେଶ୍ୱର: ସୁନାର ବର୍ଦ୍ଧିତ ଦର ମଧ୍ୟରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ଏହାର ‘ ଗୋଲଡ ଏକ୍ସଚେଞ୍ଜ ପ୍ରୋଗ୍ରମା’ । ଅସ୍ଥିର ସୁନା ଦର ମଧ୍ୟରେ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏହାର ଉଦ୍ଦେଶ୍ୟ । ଜିରୋ ଡିଡକ୍ସନ ଜରିଆରେ ଗ୍ରାହକଙ୍କୁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ଏହାର ଲକ୍ଷ୍ୟ । ଏହି ଏକ୍ସଚେଞ୍ଜ ପ୍ରୋଗ୍ରାମ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ତନିସ୍କର ଅତ୍ୟାଧୁନିକ ତଥା ନୂଆ ଡିଜାଇନ ସହ ଅପଗ୍ରେଡ ହେବାର ସୁଯୋଗ ପ୍ରଦାନ କରୁଛି ।
ତନିସ୍କରୁ ପୁରୁଣା ସୁନା ଗହଣା ବଦଳାଇବା କାହିଁକି ଲାଭଦାୟକ , ତାହାର କାରଣ
୧- ତନିସ୍କି ଜିରୋ ଡିଡକ୍ସନ ସୁବିଧା ପ୍ରାଦନ କରିଥାଏ । ଏହା ନିଶ୍ଚିତ କରିଥାଏ ଯେ , ଗ୍ରାହକ ସେମାନଙ୍କ ସୁନାର ସର୍ବାଧିକ ମୂଲ୍ୟ ପାଇବେ ।
୨- ତନିସ୍କ ଭାରତର ଯେକୌଣସି ଗହଣା ଦୋକାନରୁ କିଣାଯାଇଥିବା ସୁନାକୁ ବଦଳ ପାଇଁ ଗ୍ରହଣ କରିଥାଏ ।
୩- ବର୍ଷ ତମାମ ତନିସ୍କ ଗୋଲଡ ଏକ୍ସଚେଞ୍ଜ ସେବା ପ୍ରଦାନ କରିଥାଏ । ଏହା ଗ୍ରାହକଙ୍କ ପାଇଁ ସୁବିଧାଜନକ ହୋଇଥାଏ ।
ତନିସ୍କର ସମସ୍ତ ଷ୍ଟୋରରେ ଏହି ବଦଳ ନୀତି ଉପଲବ୍ଧ । ଏଭଳି ସମୟରେ ଏ ଅଫର ଆସିଛି । ଯେତେବେ ଳେ ଲୋକେ ଆଗାମି ବିବାହ ଋରୁ ଏବଂ ଅନ୍ୟାନ୍ୟ ଅବସର ପାଇଁ ସୁନା କିଣିବା ପାଇଁ ଯୋଜନା କରୁଛନ୍ତି । ବିବାହ ଗହଣା କିଣିବାକୁ ଚାହୁଁଥିବା ୱେଡିଂ ଶପର ହୁଅନ୍ତୁ ଅବା କଷ୍ଟ- ଅଜିତ ଧନର ସର୍ବୋତ୍ତମ ମୂଲ୍ୟ ଚାହୁଁଥିବା ସ୍ମାର୍ଟ ଶପର ଅବା ସର୍ବୋତ୍ତମ ମୂଲ୍ୟରେ ସୂକ୍ଷ୍ମ କାରିଗରୀ ଯୁକ୍ତ ଅନନ୍ୟ ଗହଣା ଚାହୁଁ ଥିବା ଡିଜାଇନ ସିକର କିମ୍ବା ଅତ୍ୟାଧୁନିକ ଟ୍ରେଣ୍ଡ ଚାହୁଁଥିବା ଫ୍ୟାଶନ ପ୍ରେମୀ , ତନିସ୍କର ଗୋଲଡ ଏକ୍ସଚେଞ୍ଜ ପ୍ରୋଗାମ ସମସ୍ତଙ୍କ ଚାହିଦା ପୂରଣ କରିବାକୁ ପ୍ରତିବଦ୍ଧ ।