ଛି ଛି ଛିରେ ନନୀ ଗୀତର ରଚୟିତା ସ୍ଵର୍ଗୀୟ ସତ୍ୟ ଅଧିକାରୀଙ୍କୁ ପଦ୍ମଶ୍ରୀ ଦିଆଯାଉ ବୋଲି ଦାବି କଲେ ତାରା

0

ବିଧାନସଭା;ଗୋଟିଏ ଦିନର ବିରତି ପରେ ଆଜି ପୁଣି ସରଗରମ  ବିଧାନସଭା । ଶୂନ୍ୟକାଳରେ ହଟ୍ଟଗୋଳ। ଛି ଛି ଛିରେ ନନୀ ଗୀତ ଗାଇ ନାଚିଲେ ତାରା। ଛି ଛି ଛିରେ ନନୀ ଗୀତର ରଚୟିତା ସ୍ଵର୍ଗୀୟ ସତ୍ୟ ଅଧିକାରୀଙ୍କୁ ପଦ୍ମଶ୍ରୀ ଦିଆଯାଉ ବୋଲି ଦାବି କଲେ ତାରା ବାହିନୀପତି। ଦେଶୀଆ ଭାଷାକୁ ସ୍ୱୀକୃତି ପାଇଁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେତାରା ବାହିନୀପତି ।