CKDର ସ୍ଥିତି ଓ ମୁକାବିଲା ସମ୍ପର୍କରେ ସୁପାରିସ କରିବ ଟାସ୍କ ଫୋସ

0

ଭୁବନେଶ୍ୱର: କ୍ରୋନିକ୍ କିଡନୀ ରୋଗ ବା CKD ରେଜିଷ୍ଟ୍ରି ପାଇଁ ଟାସ୍କ ଫୋର୍ସ ଗଠନ । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲା ସ୍ୱାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ , ସ୍ୱାସ୍ଥ୍ୟ ନିର୍ଦ୍ଦେଶକ , DMET ସଦସ୍ୟ, ପଞ୍ଚାୟତିରାଜ ନିର୍ଦ୍ଦେଶକ , ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିଦ୍ଦେର୍ଶକ RMRC ନିର୍ଦ୍ଦେଶକ ପ୍ରମୁଖ ଟାସ୍କ ଫୋର୍ସରେ ସଦସ୍ୟ । CKD ର ସ୍ଥିତି ଓ ମୁକାବିଲା ସମ୍ପର୍କରେ ସୁପାରିସ କରିବ ଟାସ୍କ ଫୋର୍ସ ।