କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ କାଉଁନସେଲିଂ ପାଇଁ ଟିମ ଗଠନ ହୋଇଛି : ସୁଯ୍ୟବଂଶୀ ସୁରଜ

0

ଭୁବନେଶ୍ୱର: କିଟରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି | ସେ ଆମର ଅତିଥି ଛାତ୍ର ଛାତ୍ରୀ | ଏଭଳି ଏକ ଘଟଣା କିଟ ଭଳି ବେସରକାରୀ ବିଶ୍ୱ ବିଦ୍ୟାଳୟ ରେ ଘଟିଲା | ACS home ଙ୍କ ତତ୍ୱ ବଧାନ ରେ ନିରପେକ୍ଷ କମିଟି ଗଠନ | ଜଣେ ମହିଳା ମଧ୍ୟ ଏହି କମିଟି ରେ ରହିବେ | କେଉଁ କାରଣ ରୁ ସାଇନ ଡାଏ କରାଗଲା | କାହିଁକି କଟକ ରେଲୱେ ଷ୍ଟେସନରେ ଛାଡିଲେ | ସେ ସମୟରେ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ପାଖକୁ କାହିଁକି ଆସିଲା ନାହିଁ | ଆମେ ସୁ ଚିଟିନ୍ତ ମତାମତ ଦେଇଥାନ୍ତୁ| ସମ୍ବେଦନଶୀଳ ଭାବେ ପୋଲିସ ନଜର ରଖିଛି | 100 ପାଖା ପାଖି ନେପାଳ ଛାତ୍ର ଛାତ୍ରୀ ଫେରି ଆସିଲେଣି ଆହୁରି 800 ଛାତ୍ରଛାତ୍ରୀ ବହୁ ଜାଗାରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ବିଶ୍ୱ ବିଦ୍ୟାଳୟ କୁ ନିର୍ଦେଶ ଦିଆଯଇଛି | ଘଣ୍ଟା କୁ ଥରେ ରିପୋର୍ଟ ମଗା ଯାଉଛି | କାଉଁନସେଲିଂ ପାଇଁ ଟିମ ଗଠନ ହୋଇଛି | ପୂର୍ବ ସ୍ଥିତି ଫେରାଇ ଆଣିବାରେ ସାହାଯ୍ୟ ହେବ | ଉପ ଜିଲ୍ଲାପାଳ ଙ୍କୁ ମୃତ ଛାତ୍ରୀ ଙ୍କ ପରିବାର ସହ ଅଛନ୍ତି | ADM ଙ୍କୁ କିଟ ପରିସରରେ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି |