ସାବରମତି ରିପୋର୍ଟ ମୁଭିର କର ଛାଡ଼ ନେଇ ଜଣାଇଲେ ଧନ୍ୟବାଦ

0

ଭୁବନେଶ୍ୱର; ବିଧାନସଭାରେ ବଲିଉଡ ପ୍ରଯୋଜିକା ଏକତା କପୁର । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର ।ସାବରମତି ରିପୋର୍ଟ ମୁଭିର କର ଛାଡ଼ ନେଇ ଜଣାଇଲେ ଧନ୍ୟବାଦ । ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଲେ ଆଲୋଚନା ।

୨୦୦୨ ଗୋଧ୍ରା ଟ୍ରେନ ପୋଡି ଓ ସେଥିରେ ଜୀବନ୍ତ ଦଗ୍ଦ ହେଇଥିବା ୫୯ ଜଣ ଜୀବନର ସତ୍ୟ କାହାଣୀ ଉପରେ ଆଧାରିତ ଚଳଚିତ୍ର ‘ସାବରମତି ରିପୋର୍ଟ’ ଦେଖାଯାଇଛି ।

 

ଫିଲ୍ଲ ର ପ୍ରଯୋଜିକା ଏକତା କାପୁର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି । ଏଥିସହ ଫିଲ୍ଲ ଦେଖିବାକୁ ମୁଖ୍ୟମନ୍ତ୍ରୀକୁ ନିମନ୍ତ୍ରଣ ଦେଇଛନ୍ତି ।