ଭୁବନେଶ୍ୱର: ମୌସୁମୀ ଅଧିବେଶନର ପ୍ରଥମ ଦିନ ସନ୍ଧ୍ୟାରେ ଆସିବ ଅତିରିକ୍ତ ବଜେଟ । ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମଞ୍ଜୁରୀ କରିବା ଲାଗି ଗୃହରେ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହା ଉପରେ ବିସ୍ତ୍ରୁତ ଭାବେ ଆଲୋଚନା ହେବ । ପରେ ଗୃହ କାର୍ୟ୍ୟ ସୋମବାର ପର୍ୟ୍ୟନ୍ତ ମୁଲତବୀ ହେବ । ଶନିବାର ଓ ରବିବାର ରହିଛି ଛୁଟି ଦିବସ ।