ବ୍ୟାଙ୍କ ପକ୍ଷରୁ ଜାନୁଆରୀ 29 ଓ 30 ତାରିଖରେ ସ୍ପେଶାଲ ଡ୍ରାଇଭ କରାଯାଇଛି

0

ଭୁବନେଶ୍ୱର: ବର୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ ହୋଇଛି ୧ କୋଟି ୭ ଲକ୍ଷ ୨୯୪ । ଏପର୍ଯ୍ୟନ୍ତ ମୋଟ ସହାୟତା ମିଳିଛି 80ଲକ୍ଷ 29 ହଜାର 741 ଜଣଙ୍କୁ।NPCI ବିଫଳତା କାରଣରୁ ପର୍ଯ୍ୟନ୍ତ 3ଲକ୍ଷ 31 ହଜାର 188 ଜଣ ବଞ୍ଚିତ ରହିଛନ୍ତି ଏହି ହିତାଧିକାରୀଙ୍କ ଖାତାକୁ ଯାଇନି ପଇସା ।ଏପର୍ଯ୍ୟନ୍ତ E kyc ପେଣ୍ଡିଂ ଅଛି 1 ଲକ୍ଷ 55 ହଜାର 158 ଜଣଙ୍କର।

କାଲି ବ୍ୟାଂକର୍ସ ମାନଙ୍କ ସହ ଆଲୋଚନା ହୋଇଛି । ବ୍ୟାଙ୍କ ପକ୍ଷରୁ ଜାନୁଆରୀ 29 ଓ 30 ତାରିଖରେ ସ୍ପେଶାଲ ଡ୍ରାଇଭ କରାଯାଇଛି । ସ୍ପେଶାଲ ଟେବୁଲ ଓ ବ୍ୟାନର ଲାଗିବ । ହିତାଧିକାରୀ ମାନେ ବ୍ୟାଙ୍କକୁ ଯାଇ NPCI ବିଫଳତା କାରଣରୁ ବଞ୍ଚିତ ହିତାଧିକାରୀଙ୍କ NPCI କ୍ଲିଅର ହେବ ।