ପ୍ରକାଶ ପାଇଲା CBSE ଦ୍ୱାଦସ ରେଜଲ୍ଟ

0

ନୂଆଦିଲ୍ଲୀ : CBSE ଦ୍ୱାଦସ ରେଜଲ୍ଟରେ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । ୧୨,୯୬,୩୧୮ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୁଅ ମାନଙ୍କ ଠାରୁ ଝିଅ ମାନେ ଭଲ ପଦର୍ଶନ କରିଛନ୍ତି । ଝିଅଙ୍କ ପାସ ହାର ୯୯.୬୭ ପ୍ରତିଶତ ଥିଲା ବେଳେ । ପୁଅ ମାନଙ୍କ ପାସ ହାର ୯୯.୧୩ ପ୍ରତିଶତ ରହିଛି ।