ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ଓଡିଶାଅପରାଧ By Chinmayee Swain On Dec 2, 2024 0 Share ଭୁବନେଶ୍ୱର; ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଧର୍ଷଣ ୫୦୯, ଧର୍ଷଣ ଉଦ୍ୟମ ୪୧, ନାବାଳିକା ଦୁଷ୍କର୍ମ ୭୬୯, ହତ୍ୟା ୪୫୯, ମହିଳା ହତ୍ୟା ୧୬୧, ମହିଳା ନିର୍ୟାତନା ୯୨୪୮, ଯୌତୁକ ହତ୍ୟା ୨୪, ଯୌତୁକ ଜନିତ ନିର୍ୟାତନା ୫୩୯୮ ମାମଲା ରୁଜୁ ହୋଇଛି । BhubaneswarOdishareporterstoday 0 Share FacebookTwitterGoogle+ReddItWhatsAppPinterestEmail