ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଅଯୋଧ୍ୟାରେ ସମ୍ପନ୍ନ ହୋଇଛି ଭବ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ ସମାରୋହର ସିଧା ପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଏହି ଦିବ୍ୟ ମୁହୂର୍ତ୍ତକୁ ମୁଖ୍ୟମନ୍ତ୍ରୀ ହାତଯୋଡି ପ୍ରାର୍ଥନା କରିଛନ୍ତି। ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା କାର୍ୟ୍ୟ ସମ୍ପନ୍ନ ହୋଇଛି। ତେବେ ଆସନ୍ତା କାଲି ଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋବ ବୋଲି କୁହାଯାଉଛି ।