ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ

0

ସମ୍ବଲପୁର: ଚିଡ଼ିଆଖାନାରେ ବାଘର ମୃତ୍ୟୁ । ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ।  ଚିକିତ୍ସାଧୀନ ଅବସ୍ଥାରେ ସମ୍ବଲପୁରରେ ବାଘୁଣୀର ମୃତ୍ୟୁ। ୟୁଟ୍ରସ୍ ସଂକ୍ରମଣ ହୋଇ ବାଘୁଣୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ପୂର୍ବରୁ ସମ୍ବଲପୁର ଚିଡ଼ିଆଖାନାର ଏକ ଖୁଆଡ଼ରେ ମଣିଷଖିଆ ବାଘ ‘ରାଜା’ ସହ ରହୁଥିଲା ବାଘୁଣୀ । ସୂଚନା ଦେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫ୍ ଓ ଅଂଶୁପ୍ରଜ୍ଞା ଦାସ।