ପୁରୀ: ବିବାଦ ର ହେଲା ସମାଧାନ ଏଥର ମହାପ୍ରଭୁଙ୍କର ହେବ ବଡ ମହାସ୍ନାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ପରେ ହୋଇଛି ନିଷ୍ପତ୍ତି । ସେବାୟତଙ୍କ ସହ ଆଲେଚନା ପରେ ନିଆଗଲା ନିଷ୍ପତ୍ତି । ଏବେ ବଡ ମହାସ୍ନାନ ପରେ ଅବକାଶ ହେବନୀତି । ଏହାପରେ ଆଗକୁ ନୀତିକାନ୍ତି ବଢିବା ନେଇ ସୂଚନା । ସେବା ରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତଙ୍କୁ ନେଇ ହୋଇଥିଲା ଏହି ବିବାଦ । ସେବାରୁ ନିବୃତ୍ତ ହେବା ସତ୍ତେ୍ୱ ସେବା କାର୍ଯ୍ୟରେ ନିୟୋଜିତ ହେବାରୁ ବିବାଦ ଦେଖା ଦେଇଥିଲା । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁ ଆଗକୁ ବଢିନଥିଲା ନଥିଲା ନୀତିକାନ୍ତି ।