ସାମ୍ନାକୁ ଆସିଲା କୋଭିଡ-୧୯ ର ଏକ୍ସଇ ଭ୍ୟାରିଆଣ୍ଟ ମାମଲା
ଭାରତଟିରେ ସାମ୍ନାକୁ ଆସିଲା କୋଭିଡ-୧୯ ର ଏକ୍ସଇ ଭ୍ୟାରିଆଣ୍ଟ ମାମଲା
(ଦିଲ୍ଲୀ) : ଭାରତଟିରେ ସାମ୍ନାକୁ ଆସିଲା କୋଭିଡ-୧୯ ର ଏକ୍ସଇ ଭ୍ୟାରିଆଣ୍ଟ ମାମଲା । ଦେଶରେ କରୋନା ସଂକ୍ରମଣ ମାମଲା । ଦେଶରେ ଦୈନିକ ସଂକ୍ରମଣ ମାମଲା ଦୁଇ ହଜାର ଉପରେ ରହୁଛି।
ଏହାରି ଭିତରେ ଭାରତରେ କୋଭିଡ-୧୯ ର ଏକ୍ସଇ ଭ୍ୟାରିଆଣ୍ଟ ମାମଲା ସାମ୍ନାକୁ ଆସିଛି। ଏନେଇ ଭାରତୀୟ ସାର୍ସ-ସିଓବି୨ ଜିନୋମିକ୍ସ ସିକ୍ୱେନସିଂ କଂସୋର୍ଟିୟମର ନୂଆ ବୁଲେଟିନ ସାମ୍ନାକୁ ଆସିଛି।
ସୂଚନାନୁଯାୟୀ , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କୋଭିଡ -୧୯ ର XE ଭ୍ୟାରିଆଣ୍ଟ ଦୁଇଟି ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟ ମିଶି ହୋଇଥାଏ। ପ୍ରଥମଟି ହେଉଛି ଓମିକ୍ରନ୍ BA.1 ଏବଂ ଦ୍ୱିତୀୟଟି ହେଉଛି BA.2 । ଏହି ଦୁଇଟି ଭ୍ୟାରିଆଣ୍ଟ ମିଶି XE ଭ୍ୟାରିଆଣ୍ଟ ସୃଷ୍ଟି ହୋଇଛି।