ଭୁବନେଶ୍ୱର:ନୂତନ କାର୍ଯ୍ୟାଳୟରେ ଆରମ୍ଭ ହେଲା ପ୍ରଥମ corporation ବୈଠକ । ଭୁବନେଶ୍ୱର ମେୟର, ଡେପୁଟି ମେୟର,ବିଏମସି କମିଶନର, ଡେପୁଟି କମିଶନର ସହ ବୈଠକ ରେ ସମସ୍ତ କର୍ପୋରେଟରମାନଙ୍କର ଉପସ୍ଥିତରେ ବୈଠକ ଆରମ୍ଭ ହୋଇଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସହ ମୋ ସାଇକେଲ, ଡମ୍ପିଂୱାର୍ଡ ବ୍ୟବସ୍ଥା ସମ୍ପର୍କିତ ଆଲୋଚନା ହେବ । ଏହାଶହ ନୂତନ ବିଲ୍ଡିଂର ନାମ କରଣକୁ ନେଇ ବିରୋଧୀ ବିଜେପି କର୍ପୋରେଟର ପ୍ରଶ୍ନ ଉଠାଇଛନ୍ତି । ସେପଟେ ଆଗତ ହେବ ୨୦୨୩-୨୪ ପାଇଁ BMC ବଜେଟ ।