ପୁରୀରେ ଜଙ୍ଗଲୀ ଭାଲୁକୁ ଉଦ୍ଧାର କଲା ବନ ବିଭାଗ

0

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀଭଣ୍ଡାର ଦଣ୍ଡା ଗ୍ରାମରେ ଜଙ୍ଗଲୀ ଭାଲୁକୁ ଉଦ୍ଧାର କଲା ବନ ବିଭାଗ । ଆଜି ସକାଳେ ଗ୍ରାମରେ ଏହି ଜନ୍ତୁ  ବୁଲୁଥିବା ବେଳେ ଲୋକମାନେ ଦେଖି ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଧରିରଖିଥିଲେ ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏହି ଜନ୍ତୁକୁ ଉଦ୍ଧାର କରି ନେଇଛି । ଏହା ହିଂସ୍ର ଜନ୍ତୁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।