ଖୁବ ଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ

0

ଭୁବନେଶ୍ୱର: ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ରୋଗୀ ବୁଲିବେ ନାହିଁ | ଗୋଟିଏ ଆକାଉଣ୍ଟ ରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା | ଖୁବ ଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ | ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡର ରେ ରହିବ ଏହି କାର୍ଡ | ଏହି କାର୍ଡ ର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ | ପପୁଲେସନ ଅନୁଯାଇ  ଆଭା ଆକାଉଣ୍ଟ ସମସ୍ତ ରେଜିଷ୍ଟେସନ କରିପାରିବେ | କ୍ଯୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବଧୀୟ ସବୁ ଡାଟା ପାଇହେବ | ନ୍ୟାସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାଇ ଏହା ପାଇହେବ | ଅନଲାଇନ ରେ ଆବେଦନ କରିହେବ କାର୍ଡ | ଆୟୁଷ୍ମାନ ଭାରତ ସହିତ ମିଲିବ ଏହି କାର୍ଡ | ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର |