ବ୍ୟାରିକେଡରେ ଫସିଲା ନାବାଳିକାଙ୍କ ମୁଣ୍ଡ

0

(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ବଡଦାଣ୍ଡରେ ଅଘଟଣ। ନାବାଳିକାଙ୍କ ମୁଣ୍ଡ ଫସି ଗଲା ବ୍ୟାରିକେଡ ରେ ।ତେବେ କେମିତ ଫସିଗଲା ନାବାଳିକ ଙ୍କ ତାହା ଜଣା ପଡିନାହିଁ , ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଲୁହା କାଟି ନାବାଳିକା କୁ ଉଦ୍ଧାର କରାଯାଇଛି।ସୂଚନାନୁସାରେ କଳାହାଣ୍ଡି ଭବାନୀ ପାଟଣା ରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଅମ୍ବିକା ରଥ ଓ ତାଙ୍କ ୪ବର୍ଷ ଝିଅ । ତେବେ ସେମାନେ ଅନ୍ୟ ମନସ୍କ ଥିବା ବେଳେ ପିଲାଟି ଲୁହା ବ୍ୟାରିକେଡ ରେ ମୁଣ୍ଡ ପୁରେଇ ଦେଇ ଥିବା ଅନୁମାନ କରାଯାଉଛି ।