ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତ୍ତି ସୁରମା ପାଢୀ

0

ଭୁବନେଶ୍ୱର :  ଦିନ ୧୧ ଟା ୩୦ ଯାଏଁ ଗୃହ ମୁଲତବି ରହିଛି । ୧୧ଟା ୩୦ ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତ୍ତି ସୁରମା ପାଢୀ । ପୋଲାଭରମ ପ୍ରସଙ୍ଗରେ ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । କଂଗ୍ରସ ପକ୍ଷରୁ ଦିଆଯାଇଥିବା ପୋଲାଭରମ ପ୍ରସଙ୍ଗରେ  ମୁଲତବୀ ହେବାରୁ କଂଗ୍ରେସ  ବିଧାୟକଙକ୍ ହଟ୍ଟଗୋଳ କରିଛନ୍ତି । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତ୍ତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକଙ୍କ ନାରା ବାଜି ପରେ ବାଚସ୍ପତ୍ତି ଜିନ ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ।