ଆସନ୍ତା ୧୩ ତାରିଖରେ ରାଜ୍ୟର କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଭୁବନେଶ୍ୱର : ବସିବ ରାଜ୍ୟର କ୍ୟାବିନେଟ ବୈଠକ । ଆସନ୍ତା୧୩ ତାରିଖ ଅର୍ଥାତ ସୋମବାର ରାଜ୍ୟର କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ । ୧୩ ତାରିଖ ଅପରାହ୍ନରେ ଲୋକସେବା ଭବନରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର । ସେହିଦିନ ହିଁ ବସିବ ମନ୍ତ୍ରୀ ପରିଷଦ ବୈଠକ । ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ଅନୁମୋଦନ ମିଳିବ ।