ପୁରୀ : ରତ୍ନ ଭଣ୍ଡାରରେ ରହିଛି ଏକାଧିକ ଫାଟ । ଏକାଧିକ ମୂଷା ଗାତ । ଫାଟ ଥିବା ପଥର କରାଯିବ ପ୍ରତି ସ୍ଥାପନା ନୀଳଗିରି ପଥରରେ କରାଯିବ ମରାମତି କାଯ୍ୟ । ରତ୍ନ ଭଣ୍ଡାର ମରାମତି କାମରେ ଲାଗିବ ନୀଳଗିରିର ପଥରରେ କରାଯିବ ମରାମତି କାଯ୍ୟ । ରତ୍ନଭଣ୍ଡାର ମରାମତି କାମରେ ଲାଗିବ ନୀଳଗିରି ପଥର । ଉନ୍ନତମାନର ପଥର କାଯ୍ୟ ଉପରେ ଏଏସଆଇର ଗୁରୁତ୍ୱ ଦେଇଛି । ନୀଳଗିରିରୁ ଆସିବ ଉନ୍ନତମାନର ପଥର ଓ ବ୍ଲାକ ଗ୍ରାନାଇଟ । ସେହିଭଳି ଷ୍ଟୋନ ବିମରେ ଲାଗିଛି କଳଙ୍କି । ଏହି ଷ୍ଟୋନ ବିମ ଆଇରନକୁ ମଧ୍ୟ ପ୍ରତି ସ୍ଥାପନ କରିବ ଏଏସଆଇ । ଆସନ୍ତା ଡିସେମ୍ବର ୧୭ ତାରିଖରୁ ଦୈନିକ ପ୍ରାୟ ୫ରୁ ୬ ଘଣ୍ଟା କାମ କରିବ ଏଏସଆଇ ।