ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସେହିପରି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ତେଣୁ ମହାନଦୀର ଜଳସ୍ତର ଫୁଲିବାରେ ଲାଗିଛି । ତେଣୁ ଆଜି ହୀରାକୁଦର ୬ଟି ଗେଟ ଖୋଲିଛି । ମହାନଦୀରେ ଜଳସ୍ତର ବଡିବାରୁ ୬ଟି ଗେଟ ଖୋଲା ହୋଇଛି । ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ ଖୋଲିଲା । ବାମପାର୍ଶ୍ୱ ୪ଟି ଗୋଟ ଓ ଡାହଣାପାର୍ଶ୍ଵର
୨ଟି ଗେଟ ଖୋଲିଛି ।