କ୍ୟାନ୍ସର ପୀଡ଼ିତାଙ୍କୁ ସହାୟତାର ହାତ ବଢ଼ାଇଲେ ବିଧାୟିକା

0

(ହର ପ୍ରସାଦ ବିଶୋଇ / ଗଞାମ) ; କ୍ୟାନ୍ସର ପୀଡ଼ିତାଙ୍କୁ ସହଯୋଗର ହାତ ବଢ଼ାଇଲେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଜ୍ଝ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୫ ନଂ ୱାର୍ଡ ବାସିନ୍ଦା ୧୫ ବର୍ଷୀୟ ନାବାଳିକା କ୍ୟାନ୍ସରରେ ପୀଡିତା ଅଛନ୍ତି ଜ୍ଝ ଏହି ଖବର ପାଇବା କ୍ଷଣି ବିଧାୟିକା ଉକ୍ତ ନାବାଳିକାଙ୍କ ଘରେ ପଂହଁଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଜ୍ଝ ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ନାବାଳିକାଙ୍କୁ ସହାୟତା ଯୋଗାଇବା ପାଇଁ ଆଲୋଚନା କରିଛନ୍ତି ଜ୍ଝସୂଚନା ଥାଉକି ପୂଜା ନାହାକ ଦୁଇ ମାସ ଧରି କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ଜ୍ଝ ବିଧାୟିକା ପୀଡିତାଙ୍କ ପାଖରେ ପଂହଁଚି ସହାୟତା ର ହାତ ବଢ଼ିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକେ ଜ୍ଝ