ଆସନ୍ତା ଫେବୃଆରୀ ୯ରେ କଟକ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା

0

ଟିକେଟ କିଣିଲେ ଧର୍ମେନ୍ଦ୍ର ପ୍ରଧାନ । କଟକ ବାରବାଟୀରେ ଖେଳାଯିବ ଭାରତ ଓ ଇଂଲଣ୍ଡର ମ୍ୟାଚ । ଏଥିପାଇଁ ଚଳଚଂଚଳ ଓଡିଶା ଜ୍ଝ ଖେଳ ଦେଖିବା ପାଇଁ ଉତ୍ସାହିତ କ୍ରିକେଟ ପ୍ରେମୀ । ଏଥିପାଇଁ ପ୍ରଥମେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଖେଳ ଦେଖିବାକୁ ଟିକେଟ କିଣିସାରିଥିଲେ । ତେଣୁ ଆସନ୍ତା ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଉଥିବାରୁ ଆଜି ସମ୍ବଲପୁର ଠାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନଂକୁ ଭେଟିଛନ୍ତି । କ୍ରିକେଟ୍ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ମ୍ୟାଚର ଟିକେଟ୍ କିଣିଲି । ତେବେ କେଉଁଭଳି ଭାବରେ ବାରବଟି ଆଗାମୀ ଦିନରେ ସମଗ୍ର ବିଶ୍ୱରେ ନାଁ କରିବ ଓ ଓଡିଶା କ୍ରୀଡା ସଂଘ ଖେଳାଳି ମାନଙ୍କୁ ଅତିଥ୍ୟତା ପ୍ରଦାନ କରିବା ତାହା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ଆଲୋଚନା ହୋଜ଼ଥିବା ଜଣ ପଡିଛି ।