ଦେଶରେ ନୀତି ନିର୍ଦ୍ଧାରଣରେ କମାଲ କରିବେ ଭବିଷ୍ୟ ପିଢି

0

ଭୁବନେଶ୍ୱର;ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟସଭା ସାଂସଦ ସୁଜିତ କୁମାର  ଗତକାଲି ଦିଲ୍ଲୀର ହାର୍ଭାର୍ଡ କେନେଡି ସ୍କୁଲ ଏବଂ ଏମଆଇଟି ସ୍ଲୋନ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍ର ମଧ୍ୟ-କ୍ୟାରିୟର ଛାତ୍ର ଏବଂ ପ୍ରତିନିଧୀଙ୍କ ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା |

ଆମ ସମାଜ ପାଇଁ ଏକ ସ୍ଥାୟୀ, ନ୍ୟାୟ ଏବଂ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ଶାସନ, ରାଜନୀତି ଏବଂ ନୀତିନିୟମ କ୍ଷେତ୍ରରେ ଯୁବକମାନଙ୍କ ପ୍ରତିଭା, ସୃଜନଶୀଳତା ଏବଂ ସକ୍ରିୟ ଅଂଶଗ୍ରହଣ ଏକାନ୍ତ ଆବଶ୍ୟକ |ନୀତି ନିର୍ଧାରଣରେ ଭବିଷ୍ୟତର ନେତା ଭାବରେ ସେମାନଙ୍କୁ ବଡ଼ ସଫଳତା କାମନା କରିଛନ୍ତି ଉଭୟ ନେତୃତ୍ୱ |