ଭୁବନେଶ୍ୱର; ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୬୯୨ ଜଣ ।୨୦୦୬-୨୦୦୭ ରେ ୫୦୮୮ ଜଣ କୁଷ୍ଠ ରୋଗୀ ଥିବା ବେଳେ ୨୦୧୮-୨୦୧୯ ରେ ସର୍ବାଧିକ ୧୦ ହଜାର ୭୮୬ ଜଣ ଥିଲେ କୁଷ୍ଠ ରୋଗୀ ।
୨୦୨୩-୨୦୨୪ ରେ ୮୩୯୬ ଜଣ ଅଛନ୍ତି କୁଷ୍ଠ ରୋଗୀ ।୨୦୦୬-୦୭ ରେ ୩୯୦.୯୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ ରେ ୧୪୩୯.୭୭ ଲକ୍ଷ ଖର୍ଚ୍ଚ ହୋଇଛି ରୋଗୀ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉତ୍ତର ରୋଗୀ