ଶୂନ୍ୟକାଳରେ ଉଠିଲା ଆଳୁ ପ୍ରସଙ୍ଗ

0

ଭୁବନେଶ୍ୱର; ସରକାର ଏବେ ଆଳୁ, ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ମନ୍ତ୍ରୀ କଲି କହିଲେ ମୁଁ ୩୦ ଟଙ୍କାରେ ଆଳୁ କିଣିଛି, ସେ କେଉଁ ଦୋକାନରୁ କିଣିଲେ ଆଜି ୬୦ ଟଙ୍କା କିଲୋ ହୋଇଗଲା । ସରକାର କେବଳ ନାନାବାୟା କଥା କହୁଛନ୍ତି । କଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ. କେତେବେଳେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି । କଣ ଡବଲ ଇଂଜିନ ସରକାର ଟାଣି ପାରୁନାହିଁ । ଆପଣଂକ ଡବଲ ଇଂଜିନ ସରକାର ହୋଇ କାହିଁକି ଇଂଜିନ ଟାଣିପାରୁନାହିଁ ବୋଲି କଟାକ୍ଷ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ । କାହାକୁ ଚିଠି ଲେଖିଛନ୍ତି ? ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ? ଉତ୍ତର ପ୍ରଦେଶରୁ ଆଳୁରେ ୫୦ କେଜିରେ ୧୦ କେଜି ଆଳୁ ପଚା ବାହାରୁଛି ।