ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲା କୁ ଅନଲାଇନ ରେ ପଠାଯିବ ବାତ୍ୟା କ୍ଷୟ କ୍ଷତି ଟଙ୍କା

0

ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲା କୁ ଅନଲାଇନ ରେ ପଠାଯିବ ବାତ୍ୟା କ୍ଷୟ କ୍ଷତି ଟଙ୍କା | ବନ୍ୟା ବାତ୍ୟା କ୍ଷୟ କ୍ଷତି ରେ ଚୂଡାନ୍ତ ରିପୋର୍ଟ 423 କୋଟି 553 ଲକ୍ଷ ଟଙ୍କା | 7 ଦିନ ଭିତରେ ଜିଲ୍ଲାପାଳ ଦେବେ କ୍ଷୟ କ୍ଷତି ଟଙ୍କା |ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲା କୁ ଅନଲାଇନ ରେ ପଠାଯିବ ଟଙ୍କା |

ଗତକାଲି ବିଭିନ୍ନ ଜିଲ୍ଲା ଓ ବିଭାଗ ରୁ ବାତ୍ୟା ଦାନା କ୍ଷୟ କ୍ଷତି ର ଆକଳନ ପଂହଁଚିଛି | ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗ ର ଚୂଡାନ୍ତ ଆକଳନ 616 କୋଟି 19 ଲକ୍ଷ 30 ହଜାର | ଜଳ ସେଚନ ବିଭାଗ ର କ୍ଷୟ କ୍ଷତି ରିପୋର୍ଟ ଆସିଲା | ବନ୍ୟା ବାତ୍ୟା କ୍ଷୟ କ୍ଷତି ରେ ଚୂଡାନ୍ତ ରିପୋର୍ଟ 423 କୋଟି 553 ଲକ୍ଷ ଟଙ୍କା | ବିଭିନ୍ନ ବିଭାଗ ର କ୍ଷୟ କ୍ଷତି ଅର୍ଥ ରାଶି ଆଜି ସନ୍ଧ୍ୟା ରେ ବିଭାଗ ମାନଙ୍କୁ ପ୍ରଦାନ କରାଯିବ |